ଗୁରୁପ୍ରିୟା ଜଗିବ ଡ୍ରୋନ୍

0
65

ଭୁବନେଶ୍ୱର : ସୁରକ୍ଷା ପାଇଁ ଦୁଇଟି ଡ୍ରୋନ କ୍ୟାମେରା କିଣିବ ଓଡିଶା ପୋଲିସ । ଏନେଇ ଡିଜିପି ଡକ୍ଟର ଆର.ପି ଶର୍ମା ସୂଚନା ଦେଇଛନ୍ତି । ଗୁରୁପ୍ରିୟା ସେତୁ ଓ ବିଚ୍ଛିନ୍ନାଞ୍ଚଳ ପାଇଁ ଗୋଟିଏ ଡ୍ରୋନ ବ୍ୟବହାର କରାଯିବ । ସେହିପରି ଅନ୍ୟ ଏକ ଡ୍ରୋନ ରାଜଧାନୀର ସୁରକ୍ଷା ପାଇଁ ବ୍ୟବହାର କରାଯିବ । ପ୍ରତି ଡ୍ରୋନ କ୍ୟାମେରା ପିଛା ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ।

LEAVE A REPLY

Please enter your comment!
Please enter your name here