ଧରା ପଡିଲା ସ୍ତ୍ରୀ’ କୁ ନିଦ ବଟିକା ଦେଇ ଝିଅ ସହ ଦୁଷ୍କର୍ମ କରୁଥିବା ବାପା

0
184

ମୁଜାଫରନଗର : ପ୍ରତି ରାତିରେ ପତ୍ନୀଙ୍କୁ ନିଦ ବଟିକା ଖୁଆଇ ଗତ ଛଅମାସ ଧରି ନିଜ ୧୪ ବର୍ଷୀୟ ଝିଅ ସହ ଥରକୁ ଥର ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗରେ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ପୀଡ଼ିତାଙ୍କ କହିବାନୁଯାୟୀ, ସବୁଦିନ ରତିରେ ବାପା ମୋତେ କି ବଟିକା ଖାଇବାକୁ ଦିଅନ୍ତି । ମୁଁ ବଟିକା ଖାଇବା ପରେ ମୋତେ କ୍ଳାନ୍ତି ଅନୁଭବ ହୁଏ, ଆଉ ମୁ ଶୋଇପଡେ । କିଛି ସମୟ ଶୋଇବା ପରେ ବାପା ମୋ ସହିତ ଦୁଷ୍କର୍ମ କରନ୍ତି । ସବୁଦିନ ପରି ଗୁରୁବାର ରାତିରେ ମଧ୍ୟ ଘଟିଥିଲା ସମାନ ଘଟଣା । କିନ୍ତୁ ଅସମୟରେ ମାଆ ଉଠିପଡ଼ି ଅଭିଯୁକ୍ତ ଝିଅ ସହ ଦୁଷ୍କର୍ମ କରୁଥିବା ବେଳେ ଧରିପକାଇବାରୁ ଅପରାଧୀ ଲୋକଲୋଚନକୁ ଆସିଛି।

LEAVE A REPLY

Please enter your comment!
Please enter your name here