You are here
Home > ବାଣିଜ୍ୟ > ଆରକେ ଷ୍ଟିଲ ଲିମିଟେଡ କମ୍ପାନୀର ସଫଳତା

ଆରକେ ଷ୍ଟିଲ ଲିମିଟେଡ କମ୍ପାନୀର ସଫଳତା

ଭୁବନେଶ୍ଵର : ଦେଶ ତଥା ରାଜ୍ୟର ପାଲେଟ ଷ୍ଟିଲ ଉତ୍ପାଦନ କ୍ଷେତ୍ରରେ ମଧ୍ୟମ ଓ ବୃହତ ଶିଳ୍ପ ଗୁଡିକ ଆଶାନୁରୂପେ ସଫଳତା ହାସଲ କରିପାରିନଥିବା ବେଳେ କେଉଁଝର ଫୁଲଝରି ସ୍ଥିତ ହିରାଗୃଫର ସହଯୋଗୀ କମ୍ପାନୀ ଆରକେ ଷ୍ଟିଲ ଲିମିଟେଡ ଚଳିତ ବର୍ଷ ୯୮% ପାଲେଟ ଷ୍ଟିଲ ଉତ୍ପାଦନ କରି ଏକ ରେକର୍ଡ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ କମ୍ପାନୀର ନିର୍ଦେଶକ ଡ଼ ଶୁଭାଶିଷ ଦାସ କହିଛନ୍ତି ଯେ ନିକଟ ଭବିଷ୍ୟତରେ ସଂପ୍ରସାରଣ ଯୋଜନାରେ କମ୍ପାନୀ ୧.୨ ମିଲିୟନ ଟନ କ୍ଷମତା ସମ୍ପନ୍ନ ସମ୍ମନିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବାକୁ ଯାଉଛି । ଏଥିପାଇଁ କମ୍ପାନୀ ୪୩୩ ଏକର ଜମି ଇଡକୋ ଠାରୁ ଜମି ଅଧିଗ୍ରହଣ ପାଇଁ ଟଙ୍କା ଡିପୋଜିଟ କରିସାରିଛି ।

ସେୟାର କରନ୍ତୁ:-

Leave a Reply

Top