You are here
Home > 2018 > April > 15

କିନ୍ନରଙ୍କ ପାଇଁ କର୍ମଶାଳା ହେଉଛି ପ୍ରହସନ : ଜୋୟା ଖାନ

ରାଉରକେଲା : ରାଉରକେଲା ମ୍ୟୁନିସିପାଲ କର୍ପୋରେସନ୍ ପକ୍ଷରୁ କିନ୍ନରମାନଙ୍କ ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଅଛି । ଏହା ୨୦୧୫ ମସିହାରେ ସୁପ୍ରିମକୋର୍ଟଙ୍କ ଦ୍ଵାରା କିନ୍ନର ମାନଙ୍କୁ ତୃତିୟ ଲିଙ୍ଗର ମାନ୍ୟତା ଦିଆଯିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଛି । ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ମନିଷା ବାନାର୍ଜୀ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ

ରସୁଣର ଔଷଧୀୟ ଗୁଣ

୧ > ରସୁଣ ଖାଇବା ଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ସଫା ହୋଇଥାଏ ଓ ପେଟକୁ ପରିଷ୍କାର ରଖିବାରେ ରସୁଣ ଏକ ଔଷଧ ଭଳି କାମ କରେ । ୨> ରସୁଣ ଖାଇବା ଦ୍ୱାରା ପେଟ ସମସ୍ୟା ହୋଇନଥାଏ । ଏହା ଦ୍ୱାରା ପେଟରେ ଥିବା ବ୍ୟାକଟେରିଆ ନଷ୍ଟ ହୋଇଥାନ୍ତି । ୩> ଯଦି ଥଣ୍ଡାଦିନରେ ଦେହର ଶିରା ପ୍ରଶିରା ଝିମଝିମ ହେଉଛି ତେବେ ରସୁଣ ଖାଇଲେ ଏଥିରୁ ଉପଶମ ମିଳିଥାଏ

ଅଗ୍ନି ନିର୍ବାପକ ବ୍ୟବସ୍ଥା ନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ : ବି.କେ ଶର୍ମା

ଭୁବନେଶ୍ୱର : ଦୁଇମାସର ଡେଡ଼୍‌ ଲାଇନ ସରିଲା ପରେ ବି ରାଜଧାନୀର ବିଭିନ୍ନ ମଲ୍‌ ଓ ହୋଟେଲ ମାଲିକ  ଗାଇଡ ଲାଇନ ଅନୁଯାୟୀ  ଅଗ୍ନି ନର୍ବାପକ ବ୍ୟବସ୍ଥା  ପୁରଣ କରିବାରେ ଅକ୍ଷମ । ରାଜଧାନୀର କିଛି ମଲ୍‌ ଓ ହୋଟେଲ ମାଲିକ କିଛି ସର୍ତ୍ତ ପୁରଣ କରିଥିବାବେଳେ ଆଉ କିଛି  ଟେକ୍‌ନିକାଲ ବିଫଳତା ଦର୍ଶାଇ ଅଧିକ ସମୟ ଦେବା ପାଇଁ ଅଗ୍ନିଶମ ବିଭାଗକୁ  ସଫେଇ ଦେଇଛନ୍ତି । ସେପଟେ ଅଗ୍ନିଶମ ଡିଜି ବି.କେ

ସମ୍ବଲପୁରରେ ସପ୍ନେ ସେତୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର : ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତରେ ଯାଇ ସେଠାରେ ରେଙ୍ଗାଲି-ସପ୍ନେ ବାଇପାସ ରୋଡର ଶିଳାନ୍ୟାସ କରିବା ସହିତ ହୀରାକୁଦ ଜଳଭଣ୍ଡାର ଉପରେ ନବନିର୍ମିତ ‘ସପ୍ନେ ସେତୁ’କୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏଥିସହ ୧୧୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ଅଢ଼େଇ କିଲୋମିଟର ଲମ୍ବର ବିଶାଳ ସେତୁ ଦ୍ୱାରା ସମ୍ବଲପୁର ଓ ଝାରସୁଗୁଡ଼ା ମଧ୍ୟରେ ଗମନାଗମନ ସୁଗମ ହେବ । ଏହାପରେ ବୁର୍ଲାସ୍ଥିତ ସମ୍ବଲପୁର

ଏସସି/ଏସଟି ଆଇନ ଦୂର୍ବଳ ହେବନି : ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ସୁପ୍ରିମ କୋର୍ଟଙ୍କ ଦ୍ୱାରା ଅନୁସୂଚୀତ ଜାତି ଓ ଜନଜାତି  ଆଇନ କୋହଳ ହେବପରେ ସାରା ଦେଶରେ ଦଳିତ ସଂଗଠନମାନେ ତାହାର ବିରୋଧ କରି ଏଥିପାଇଁ ଭାରତ ବନ୍ଦ ଡକରା ମଧ୍ୟ ଦେଇଥିଲେ । ସୂଚନା ଅନୁସାରେ ଏଥିପାଇଁ ସରକାର ବାଧ୍ୟ ହୋଇ ସୁପ୍ରିମ କୋର୍ଟରେ ଏକ ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ତେବେ ସୁପ୍ରିମ କୋର୍ଟ ଏହାକୁ ଅଗ୍ରାହ୍ୟ କରିଥିବାରୁ ଦେଶର ଦଳିତ ଆନ୍ଦୋଳନ ତେଜିବାରେ ଲାଗିଛି

୪୮ଘଣ୍ଟା ମଧ୍ୟରେ କାଳବୈଶାଖୀର ସମ୍ଭାବନା

ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଓଡ଼ିଶାରେ କାଳବୈଶାଖୀ ସହିତ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରବିବାର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ କାଳବୈଶାଖୀ ହେବ । ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହିତ ବଜ୍ରପାତ

ଓଡିଶାର ଆଉଜଣେ ସୁନା ଝିଅ ସାଇନା ନେହେଓ୍ଵାଲ୍‌

ନୂଆଦିଲ୍ଲୀ : ରବିବାର ଅଷ୍ଟ୍ରେଲିଆର ଗୋଲ୍‌ଡ୍‌ କୋଷ୍ଟ୍‍ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାନିଆ ନେହଓ୍ଵାଲ୍‌ ସ୍ୱର୍ଣ୍ଣପଦକ ହାସଲ କରି ଭାରତର ପଦକ ସଂଖ୍ୟାକୁ ବୃଦ୍ଧି କରିଛନ୍ତି । ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଦ୍ୱିତୀୟ ଅବଦାନ । ଏହାକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏ ବର୍ଷର ପଦକ ସଂଖ୍ୟା ହେଲା ୬୨। ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାନିଆ ସମୁଦାୟ ପାଞ୍ଚଟି ପଦକ ଜିଣିଛନ୍ତି । ୨୦୧୦ରେ ଗୋଟିଏ ବ୍ୟକ୍ତିଗତ ସ୍ୱର୍ଣ୍ଣ ଏବଂ

ପୁଣିଥରେ ବିନାଇଞ୍ଜିନରେ ଚାଲିଲା ଟ୍ରେନ

ବାଲେଶ୍ୱର : ଶନିବାର ବାଲେଶ୍ୱର ପଣପଣା ଷ୍ଟେସନରେ ଏକ ମାଲବାହୀ ଟ୍ରେନର ୱାଗନକୁ ଛାଡ଼ି ୨ କିଲୋମିଟର ଚାଲି ଯାଇଛି ଟ୍ରେନ୍ । ସୂଚନା ଅନୁସାରେ ଟ୍ରେନଟି ଧାମରାରୁ ଟାଟା ଯାଉଥିବା ବେଳେ ଅଚାନକ ପଛପଟରେ ଥିବା ୫ଟି ବଗି ଖସିଯାଇଥିଲା । ପରେ ବିଚ୍ଛିନ୍ନ ହୋଇଯାଇଥିବା ବଗିଗୁଡ଼ିକୁ ଖନ୍ତାପଡ଼ା ଷ୍ଟେସନକୁ ଅଣାଯାଇ ପୁଣି ଥରେ ଟ୍ରେନରେ ଯୋଡ଼ାଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ।

ଉନ୍ନାଉ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତଙ୍କୁ ସିବିଆଇର ଜେରା

ଉତ୍ତରପ୍ରଦେଶ ଉନ୍ନାଉ ନାବାଳିକା ବଳାତ୍କାର ଘଟଣାରେ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ସିବିଆଇ ଆଜି ସାତଦିନିଆ ରିମାଣ୍ଡରେ ନେଇ କହିଛି ଗିରଫ ବିଧାୟକ ଶାସକ ଦଳର ହୋଇଥିବାରୁ ପ୍ରମାଣକୁ ନଷ୍ଟ କରିବାକୁ ଉଦ୍ୟମ କରିପାରନ୍ତି । ସୂଚନା ଅନୁଯାୟୀ ଶଶୀ ସିଂ ନାମକ ମହିଳା ପୀଡିତାଙ୍କୁ ଚାକିରି ପ୍ରଲୋଭନ ଦେଖାଇ ବିଧାୟକଙ୍କ ପାଖକୁ ନେଇଯାଇଥିଲେ । ଏହାପରେ ବିଧାୟକ କୁଲଦୀପ ସିଂ ନାବାଳିକାକୁ ଦୁଷ୍କର୍ମ କରିଥିଲେ ଆଉ ସେହି ସମୟରେ ଶଶୀ

Top