You are here
Home > 2018 > April > 19

ଗେଲଙ୍କ ଅପରାଜିତ ଶତକ ବଳରେ ହାଇଦ୍ରାବାଦକୁ ୧୯୪ ରନ୍‌ର ଚ୍ୟାଲେଞ୍ଜ

ମୋହାଲି : ଗୁରୁବାର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ କ୍ରିସ ଗେଲଙ୍କ ଅପରାଜିତ ଶତକ  ବଳରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ଆଇପିଏଲର ୧୬ତମ ମ୍ୟାଚ୍‌ରେ  ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୧୯୪ ରନ୍‌ ଟାର୍ଗେଟ ଦେଇଛି । ମୋହାଲିର ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଛି। ପଞ୍ଜାବର ଲୋକେଶ ରାହୁଲ ୧୮ ରନ୍‌, କ୍ରିସ୍‌ ଗେଲ ୧୦୪ ରନ୍‌, ମୟଙ୍କ ଅଗ୍ରଓ୍ଵାଲ ୧୮ ରନ୍‌, କରୁଣ

ନିଜ ଝିଅକୁ ଦୁଇ ବନ୍ଧୁଙ୍କ ସହ ମିଶି ଗଣଦୁଷ୍କର୍ମ କଲା ବାପ

ଉତ୍ତରପ୍ରଦେଶ :  ଲକ୍ଷ୍ନୌରେ ଘଟିଛି ଏକ ବିରଳ ଘଟଣା । ଜନୈକ ବ୍ୟକ୍ତି ନିଜର ୩୫ ବର୍ଷ ବୟସ୍କା ଝିଅକୁ ତା’ର ଦୁଇବନ୍ଧୁଙ୍କୁ ‘ଉପହାର’ ସ୍ୱରୂପ ପ୍ରଦାନ କରିବା ପରେ ସେମାନଙ୍କ ସହ ମିଶି ନିଜ ଝିଅକୁ ଗଣଦୁଷ୍କର୍ମ କରିଛି । ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟାରେ ଅଭିଯୁକ୍ତ ନିଜର ୩୫ ବର୍ଷ ବୟସ୍କା ଝିଅକୁ ଧରି ଯାତ୍ରା ଦେଖିବା ପାଇଁ କମଲପୁର ଅଞ୍ଚଳକୁ ଯାଇଥିଲା । ଯାତ୍ରା ଦେଖି ସରିବା ପରେ ଅଭିଯୁକ୍ତ

ମେଡ଼ିକାଲ ପାଠ ଅଧାରୁ ଛାଡ଼ିଲେ ଦେବାକୁ ପଡ଼ିବ ଜରିମାନା

ରାଞ୍ଚି : ଝାଡଖଣ୍ଡ ସରକାର ରାଜ୍ୟରେ ଡାକ୍ତର ସଂଖ୍ୟା ବଢ଼ାଇବା ଓ କଲେଜରେ ସିଟ ଖାଲି ରହୁଥିବା ନେଇ ନୂଆ ନିୟମକୁ ସ୍ୱୀକୃତି ପ୍ରଦାନ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଦ୍ୱାରା ହୋଇଥିବା ସ୍ୱୀକୃତି ଅନୁସାରେ ମେଡିକାଲ କଲେଜରେ ଡିଗ୍ରି ପାଇବା ପାଇଁ ଇଚ୍ଛୁକ ଛାତ୍ରଙ୍କୁ ବେଲ ବଣ୍ଡ ଭରିବାକୁ ପଡ଼ିବ। ଏଥିରେ ଛାତ୍ରଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଚାକିରି କରିବା ଓ ପଢ଼ିବା ମଧ୍ୟରେ ଅଧରୁ

ଅନଲାଇନରେ ମିଳିବ ହିରୋ ମୋଟୋକର୍ପର ସ୍ପେୟାର ପାର୍ଟ୍ସ

ନୂଆଦିଲ୍ଲୀ : ହିରୋ ମୋଟୋ କର୍ପ ଲିଃ ଦେଶର ଅଗ୍ରଣୀ ଦୁଇଚକିଆ ଯାନ କମ୍ପାନୀ ପକ୍ଷରୁ ଏହାର ବିକ୍ରି ସହିତ ସେବାକୁ ସୁଦୃଢ଼ କରିବା ପାଇଁ ଇ-କମର୍ସ ପୋର୍ଟାଲ୍‌ର ଶୁଭାରମ୍ଭ କରାଯାଇଛି । ଏଠାରେ କମ୍ପାନୀର  ପାର୍ଟସ୍‌ ଓ ଆସେସୋରିଜ୍‌ ଉପଲବ୍ଧ ହେବ । ସୂଚନା ଅନୁସାରେ ଏହାଦ୍ୱାରା ଗ୍ରାହକ ମାନେ (www. hgpmart.com) ଲଗଅନ କରି ଅନଲାଇନରେ କମ୍ପାନୀର ବିଭିନ୍ନ ଯନ୍ତ୍ରାଂଶ ସୁବିଧାରେ ପାଇପାରିବେ । ଏହି ନୂଆ ୱେବ୍‌ସାଇଟ୍‌ ଦ୍ୱାରା

ସୁପ୍ରିମକୋର୍ଟ ୱେବସାଇଟ୍‌ ହ୍ୟାକ୍

ନୂଆଦିଲ୍ଲୀ : ଗୁରବାର ଦିନ ସୁପ୍ରିମକୋର୍ଟ ୱେବସାଇଟ ହ୍ୟାକ୍ ହୋଇଛି, ଏହି ହ୍ୟାକ୍‌ ପଛରେ ବ୍ରାଜିଲ ହ୍ୟାକରଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । ସୂଚନା ଅନୁଯାୟୀ ଯେତେବେଳେ ୱେବସାଇଟ ହ୍ୟାକ ହୋଇଥିଲା ସେହି ସମୟରେ ଏହାର ହୋମ୍ ପେଜରେ ହାଇଟେକ ବ୍ରାଜିଲ ହ୍ୟାକ୍ ଟିମ୍ ଲେଖା ଯାଇଥିଲା । ଏହାକୁ ନେଇ ସେସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ସୁପ୍ରିମକୋର୍ଟର ୱେବସାଇଟ ହ୍ୟାକ ହେବା ପରେ ଅନେକ ବ୍ୟକ୍ତି ଏହାର

କଂଗ୍ରେସର ନବକଳେବର, ନିରଞ୍ଜନ ପିସିସି ସଭାପତି

ଭୁବନେଶ୍ଵର : ଓଡ଼ିଶା କଂଗ୍ରେସର ନବକଳେବର ହୋଇଛି । ନିରଞ୍ଜନ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି ।  କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି ମୋହର ମାରିଛନ୍ତି ନିରଞ୍ଜନଙ୍କ ନାଁରେ । ନିରଞ୍ଜନଙ୍କ ଛଡା ପିସିସିର ତିନି କାର୍ଯ୍ୟକାରୀ ସଭାପତିଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ନବ ଦାସ, ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରିଛନ୍ତି । ରାହୁଲ

୩୫ ବର୍ଷ ନିଷିଦ୍ଧ ପରେ ସାଉଦି ଆରବରେ ଖୋଲିଲା ପ୍ରଥମ ସିନେମା ହଲ୍‌

ସାଉଦି :  ରାଜଧାନୀ ରିୟାଦ୍‌ରେ ଧାର୍ମିକ କାରଣରୁ ଗତ ୩୫ ବର୍ଷ ନିଷିଦ୍ଧ ହେବା ପରେ ପ୍ରଥମ ଥର ଲାଗି ସାଉଦି ଆରବରେ ଖୋଲିଲା ସିନେମା ହଲ୍‌ । ଏହି ସିନେମା ହଲ୍‌ରେ ପ୍ରଦର୍ଶୀତ ହେବାକୁ ଯାଉଥିବା ଚଳଚ୍ଚିତ୍ରଟି ହେଉଛି ‘ବ୍ଲାକ୍‌ ପାନ୍ଥର୍‌’। ଏହାକୁ ସାଉଦି ଏବଂ ବିଦେଶୀ ଦର୍ଶକ ଉଭୟ ଉପଭୋଗ କରିପାରିବେ । ସୂଚନା ଅନୁଯାୟୀ ସାଉଦି ଆରବର ସାମାଜିକ, ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଓ ବ୍ୟାବସାୟିକ ଚଳଚ୍ଚିତ୍ର

ରାଜଧାନୀ ଓ ଦୂରନ୍ତ ଏକ୍ସପ୍ରେସରେ ରହିବନାହିଁ ଏସି ୨ ଟାୟାର କୋଚ୍‌

ନୂଆଦିଲ୍ଲୀ : ଏଣିକି ଦେଶରେ ଚଳଚଳ କରୁଥିବା ରାଜଧାନୀ ଓ ଦୂରନ୍ତ ଟ୍ରେନ୍‌ମାନଙ୍କରେ ଏସି ୨ ଟାୟାର କୋଚ୍‌ ବା ବଗି ଆଉ ଦେଖିବା ପାଇଁ ମିଳିବ ନାହିଁ । ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି ଯେ ବର୍ତ୍ତମାନ ଦେଶରେ ଚଳାଚଳ କରୁଥିବା ୪୨ଟି ରାଜଧାନୀ ଓ ୫୪ଟି ଦୂରନ୍ତ ଟ୍ରେନ୍‌ରେ ରହିଥିବା ସମସ୍ତ ଏସି ୨ ଟାୟାର କୋଚ୍‌କୁ ଏସି ୩ ଟାୟାର କୋଚ୍‌ରେ ପରିବର୍ତ୍ତନ କରିବା ପାଇଁ

ସତର୍କ ସୂଚନା ଜାରି କଲା ଆୟକର ବିଭାଗ

ନୂଆଦିଲ୍ଲୀ : ବୁଧବାର ଆୟକର ବିଭାଗ ଦେଶର ବେତନ ଭୋଗୀ କର୍ମଚାରୀମାନଙ୍କ ପାଇଁ ଏକ ଜରୁରୀ ସତର୍କ ସୂଚନା ଜାରି କରିଛି । ସତର୍କ ସୂଚନାରେ କୁହାଯାଇଛି ଯେ ଯଦି ଏଣିକି କୌଣସି ବେତନ ଭୋଗୀ କର୍ମଚାରୀ ଆୟକର ରିଟର୍ଣ୍ଣ ଫାଇଲ୍‌ ସମୟରେ ନିଜ ଆୟ ସଂପର୍କରେ ଭୁଲ୍‌ ତଥ୍ୟ ପ୍ରଦାନ କରନ୍ତି କିମ୍ବା ରିଟର୍ଣ୍ଣ ଫାଇଲ୍‌ ଫର୍ମରେ ଆୟକର ଛାଡ଼ ପାଇଁ କୌଣସି ପ୍ରକାରର ମିଥ୍ୟା ବା ଭୁଲ

ସୋର ରେଳଧାରଣାରେ ଫାଟ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ୱର : ଗୁରବାର ଖଡ଼ଗପୁରରୁ ଭୁବନେଶ୍ୱର ଯାଉଥିବା ଫାଷ୍ଟ ପାସେଞ୍ଜର ଟ୍ରେନ୍ ଦୁର୍ଘଟଣାରୁ ରକ୍ଷା ପାଇବା ସହିତ ଶହଶହ ଯାତ୍ରୀଙ୍କ ଜୀବନ ମଧ୍ୟ ରକ୍ଷାପାଇଛି । ସୂଚନା ଅନୁଯାୟୀ ଫାଷ୍ଟ ପାସେଞ୍ଜର ଟ୍ରେନ୍ ବାହାନଗା- ସୋର ଷ୍ଟେସନ ମଧ୍ୟରେ ଯାଉଥିବା ବେଳେ ଶେଷ ୨ଟି ବଗି ନିର୍ଦ୍ଦିଷ୍ଟ ଅଞ୍ଚଳ ଅତିକ୍ରମ କରୁଥିବା ସମୟରେ ପ୍ରବଳ ଶବ୍ଦ ହୋଇ ଥରି ଉଠିଥିଲା । ସଙ୍ଗେସଙ୍ଗେ ଡ୍ରାଇଭର ଟ୍ରେନ ବ୍ରେକ୍ ଲଗାଇ ସ୍ଥିତି ପରଖିଥିଲେ

Top