You are here
Home > 2018 > May > 11

ନିଲାମ୍‌ ହେବ ମହାପ୍ରଭୁଙ୍କ ଦାନବସ୍ତ୍ର

ପୁରୀ : ନିଲାମ ହେବ ମହାପ୍ରଭୁଙ୍କ ଦାନବସ୍ତ୍ର। ଭକ୍ତ କିଣିପାରିବେ ଏହି ବସ୍ତ୍ର । ହୁଣ୍ଡିରୁ ଦାନସୂତ୍ରରେ ମିଳୁଥିବା ଏହି ବସ୍ତ୍ର ରଖିବାକୁ ଶ୍ରୀମନ୍ଦିର ସ୍ୱତନ୍ତ୍ର ଗୃହରେ ସ୍ଥାନାଭାବ ପରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଏ ନେଇ ୪ ଜଣିଆ କମିଟି ଗଠନ କରାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ କୁମାର ଦାଶ କହିଛନ୍ତି, ଭକ୍ତମାନେ ଦୈନିକ ହୁଣ୍ଡିରେ ଦାନସୂତ୍ରରେ

ଦୁଷ୍କର୍ମ ଓ ଏସିଡ୍‌ ପୀଡ଼ିତାଙ୍କ ପାଇଁ (NALSA)ର କମ୍ପ୍ରେହେନ୍‌ସିଭ୍‌ ସ୍କିମ୍‌

ନୂଆଦିଲ୍ଲୀ : ଅମାନବୀୟ ଯୌନ ଆକ୍ରମଣ କିମ୍ବା ଏସିଡ୍‌ ଆକ୍ରମଣରେ ସରବ୍ୟ ହେବା ପରେ ଆର୍ଥିକ ଅନଟନର ସମ୍ମୁଖୀନ ହେଉଥିବା ଗରିବ ମହିଳାମାନଙ୍କୁ ସହାୟତା କରିବାକୁ କେନ୍ଦ୍ର ସରକାରଙ୍କ ପରାମର୍ଶ କ୍ରମେ ନେସ୍‌ନାଲ୍‌ ଲିଗାଲ୍‌ ସର୍ଭିସ୍‌ ଅଥରିଟି ଏକ ରିଲିଫ୍‌ ପଲିସି ପ୍ରସ୍ତୁତ କରିଛି। ଏହି ପଲିସି ଦ୍ୱାରା ଦୁଷ୍କର୍ମ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା ଏବଂ ଏସିଡ୍‌ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଲେଖାଏଁ ସର୍ବନିମ୍ନ ଅନୁକମ୍ପାମୂଳକ ରାଶି

ସପ୍ତହେ ଘୁଞ୍ଚିଲା ଯୁକ୍ତଦୁଇ ପରୀକ୍ଷା ଫଳ

ଭୁବନେଶ୍ଵର : ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କ୍ଷେତ୍ରରେ ବିଳମ୍ବ ହେବା ନେଇ ଆଶଙ୍କା ସତ୍ୟରେ ପ୍ରମାଣିତ ହେବାକୁ ଯାଉଛି । ପୂର୍ବରୁ ମେ ୧୫ ମଧ୍ୟରେ ବିଜ୍ଞାନ ଓ ୩୦ ତାରିଖ ସୁଦ୍ଧା କଳା ବାଣିଜ୍ୟ ଓ ଧନ୍ଦାମୂଳକ ଫଳ ପ୍ରକାଶ କରିବାକୁ ପରିଷଦ ଯେଉଁ ଲକ୍ଷ୍ୟ ରଖିଥିଲା ତାହା ଫେଲ ମାରିଛି । ମୂଲ୍ୟାୟନ ପ୍ରକ୍ରିୟା ସରିପାରିନାହିଁ । ତେଣୁ ମେ ୧୫

ପିସି ପାଇଁ ଟୋଲ୍‌-ଫ୍ରି ନମ୍ବର ଲଗାଯିବ

ଭୁବନେଶ୍ୱର : ପଞ୍ଚାୟତିରାଜ ବିଭାଗ ଅଧୀନରେ ପ୍ରତି ବ୍ଲକରେ ବ୍ୟାପକ ରୂପେ ପିସି କାରବାର ଚାଲିଥିବା  ଅଭିଯୋଗକୁ ଖଣ୍ଡନ କରିଛନ୍ତିି ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ । ସେ ବିଭିନ୍ନ ବ୍ଲକକୁ ଅଚାନକ ଗସ୍ତ କରିଥିଲେ ହେଁ ଏଭଳି କାରବାର ତାଙ୍କ ନଜରକୁ ଆସିନାହିଁ । ଏହା ସତ୍ତ୍ୱେ ପିସି କାରବାର ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିର୍ଦେଶ ଦେଇଛନ୍ତି, ତାକୁ କାର୍ଯ୍ୟକାରୀ କରିବା ସହିତ ଲୋକଙ୍କ ବିଭିନ୍ନ ଅଭିଯୋଗ

କୋଲକାତାକୁ ଉଠିଯିବ ICCR କାର୍ଯ୍ୟାଳୟ

ଭୁବନେଶ୍ୱର : ଓଡ଼ିଶାରେ ଥିବା ଆଇସିସିଆର(ଇଣ୍ଡିଆନ୍‌ କାଉନସିଲ୍‌ ଫର କଲ୍‌ଚରାଲ ରିଲେସନ୍ସ)ର କାର୍ଯ୍ୟାଳୟ କୋଲକାତା କାର୍ଯ୍ୟାଳୟ ସହ ମିଶିଯିବ। ଗତ ଏପ୍ରିଲ ୧୨ରେ ବସିଥିବା ଆଇସିସିଆର ଷ୍ଟାଚ୍ୟୁଟୋରି ବଡିଜ୍‌ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଭୁବନେଶ୍ୱର କାର୍ଯ୍ୟାଳୟ ସମେତ ବିହାରର ପାଟଣାରେ ଥିବା କାର୍ଯ୍ୟାଳୟକୁ କଲିକତା କାର୍ଯ୍ୟାଳୟ ସହ ମିଶାଇ ଦିଆଯିବ। କଲିକତା କାର୍ଯ୍ୟାଳୟ ଅଧୀନରେ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଝାଡ଼ଖଣ୍ଡ ରାଜ୍ୟ ରହିବ ବୋଲି ବୈଠକରେ

Top