You are here
Home > 2018 > May > 14

ଓସିସିରେ ଟେଣ୍ଡର ବିବାଦ

ଭୁବନେଶ୍ଵର : ରାଜ୍ୟରେ ସ୍ଵଛ ଶାସନ ଚାଲିଥିଲେ ହେଁ ସରକାରୀ ଉଦ୍ୟଗ ଓଡିଶା ନିର୍ମାଣ ନିଗମ ବା ଓସିସିରେ ଏହା ପରିଲକ୍ଷିତ ହେଉନାହିଁ । ଏଠାରେ ସବୁକିଛି ବ୍ୟତିକ୍ରମ । ଟେଣ୍ଡର ପ୍ରକ୍ରିୟା କାର୍ଯ୍ୟକାରୀ ହେଉଛି କିନ୍ତୁ କାର୍ଯ୍ୟଳୟର କର୍ମଚାରୀ ଓ ଅଧିକାରୀ କିଏ କାମ ପାଇବ ସ୍ଥିର କରୁଥିବା ଅଭିଯୋଗ ଉଠୁଛି । ଟେଣ୍ଡର ସର୍ତ୍ତରେ ହେଉଛି ଏପାଖ-ସେପାଖ ଏହାର ତଦନ୍ତ କରାଯିବା ଜରୁରୀ ମନେହେଉଛି । ଯଦି

Top