You are here
Home > 2018 > May > 16

ପେନସନ ପାଇବା ପାଇଁ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ

ଭୁବନେଶ୍ଵର : କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ପେନସନ୍ ପାଇବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । କେନ୍ଦ୍ର କାର୍ମିକ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂହ ସ୍ୱେଚ୍ଛାକୃତ ଏଜେନ୍ସିମାନଙ୍କର ସ୍ଥାୟୀ କମିଟିର ୩୦ତମ ବୈଠକରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି । ବ୍ୟାଙ୍କକୁ ନଯାଇ ଜୀବନ ପ୍ରମାଣପତ୍ର ଦାଖଲ ପାଇଁ ପ୍ରଯୁକ୍ତି ବ୍ୟବହାର ନିମନ୍ତେ ଆଧାର ଏକ ଅତିରିକ୍ତ ସୁବିଧା ବୋଲି ସେ କହିଛନ୍ତି । ବ୍ୟାଙ୍କ ଆକାଉଣ୍ଟ ସହିତ

ଏମିତି ବି ହୁଏ ଉତ୍କଳ ବିଶ୍ୱବିଦ୍ୟାଳୟରେ ପରୀକ୍ଷା

ଭୁବନେଶ୍ଵର : ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀ ସମସ୍ତ ପ୍ରକାର ପ୍ରସ୍ତୁତ ହେବା ସହିତ ଆଡମିଟ୍ କାର୍ଡ଼ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଠିକ୍ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚିବା ପରେ ସବୁକିଛି ସତେ ଯେମିତି ଫସର ଫାଟି ଯାଇଥିଲା । କାରଣ ପିଲା ପହଞ୍ଚିବା ପୂର୍ବରୁ ହିଁ ପରୀକ୍ଷା ସରି ଯାଇଥିଲା । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ରାଜ୍ୟର ଶିକ୍ଷାର ପେଣ୍ଠସ୍ଥଳ

ହୋଟେଲ ଓ ସପିଂ ମଲରେ ଅଗ୍ନିଶମ ବିଭାଗର ଚଢଉ

ସମ୍ବଲପୁର : ସମ୍ବଲପୁରର ବିଭିନ୍ନ ହୋଟେଲ ଏବଂ ସପିଂ ମଲରେ ଅଗ୍ନିଶମ ବିଭାଗର ଚଢଉ। ସହରରେ ଥିବା ହୋଟେଲ ଏବଂ ସପିଂ ମଲ୍ ଗୁଡିକରେ କିଭଳି ରହିଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା ତାର ଯାଞ୍ଚ ହେଉଛି। ତାସହ ସେ ସବୁ ସ୍ଥାନରେ ଫାୟାର୍ ସେଫ୍ଟି ଗାଇଡ୍ ଲାଇନ୍ ପାଳନ ହେଉଛି କି ନାହିଁ, ସେନେଇ ତଦାରଖ ଚାଲିଛି । ଭୁବନେଶ୍ୱରରୁ ଯାଇଥିବା ଅଗ୍ନିଶମ ବିଭାଗର ୧୩ଟି ଟିମ୍ ସମ୍ବଲପୁରର ବିଭିନ୍ନ ସ୍ଥାନକୁ

ବେଆଇନ କଫ ସିରଫ୍ ଜବତ

ବରଗଡ : ବେଆଇନ କଫ ସିରଫ୍(କାଶ ଔଷଦ) ବିକ୍ରି ଅଭିଯୋଗରେ ବରଗଡ଼ର ବିଭିନ୍ନ ଜାଗାରେ ଟାଉନ ପୋଲିସ ପକ୍ଷରୁ ଚଢାଉ କରାଯାଇଛି। ଚଢାଉବେଳେ ୨୦୦ ବୋତଲ କଫ ସିରଫ ଓ ୨ଟି ମୋଟର ସାଇକେଲ ଜବତ କରାଯାଇଛି। ଏହା ସହ ୬ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ବରଗଡର ରିକି ପ୍ରଧାନ, ବିକାଶ ସାହୁ, ସମ୍ବଲପୁରର ମହମ୍ମଦ ମୁକ୍ତାର, ସାହିଲ ଖାନ, ମାସୁମ ମହମ୍ମଦ

Top