You are here
Home > 2018 > June > 10

ଟ୍ରେନ୍‌ରେ ଲାଗିଲା ଫୁଡ୍‌ ଭେଣ୍ଡିଂ ମେସିନ

ନୂଆଦିଲ୍ଲୀ : ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କ ପାଇଁ ନୂଆ ନୂଆ ସୁବିଧା ସବୁ ଉପଲବ୍ଧ ହେଉଛି। ଏଣିକି ରେଳ ଯାତ୍ରୀମାନେ ଆଉ ପୂର୍ବ ପରି ହିନସ୍ତା ସହି ଯାତ୍ରା କରିବେ ନାହିଁ। ଯାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତୀୟ ରେଳ ଅନେକ ନୂଆ ପଦକ୍ଷେପ ନେଇଥିବା ବେଳେ ନିକଟରେ ଟ୍ରେନ୍‌ ମଧ୍ୟରେ ସ୍ୱୟଂଚାଳିତ ଫୁଡ୍‌ ଭେଣ୍ଡିଂ ମେସିନ୍‌ ଲଗାଯାଇଛି। ବାଙ୍ଗାଲୋର୍‌ରେ ନୂଆ କରି ଲଞ୍ଚ ହୋଇଥିବା ୟୁଡିଏଓ୍ଵାଇ ଏକ୍ସପ୍ରେସ୍‌ରେ ଏହି ଟାବ୍‌ଲେଟ୍‌

ହକି ମ୍ୟାଚ୍ ଚାଲିଥିବା ବେଳେ ବଜ୍ରପାତ

ସୁନ୍ଦରଗଡ଼ : ପଡ଼ିଆରେ ଜୋରସୋରରେ ଚାଳିଥିଲା ହକି ଖେଳ । ମ୍ୟାଚ ଚାଲିଥିବା ବେଳେ ହଠାତ ଆରମ୍ଭ ହୋଇଥିଲା ପ୍ରବଳ ବର୍ଷା । ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଗଛତଳେ ଆଶ୍ରୟ ନେଇଥିଲେ ସମସ୍ତ  ଖେଳାଳୀ । ଠିକ୍ ଏହି ସମୟରେ ବଜ୍ରପାତ ଘଟିଲା । ବଜ୍ରପାତରେ ଘଟଣାସ୍ଥଳରେ ୩ ଜଣଙ୍କ ଜୀବନ ଯିବା ସହ ୨ ଜଣ ଗୁରୁତର ହୋଇଥିଲେ । ୩ ମୃତକଙ୍କ ମଧ୍ୟରେ ଦୁଇ

ଆମକୁ ଆମ ପ୍ରାପ୍ୟରୁ କେହି ବଞ୍ଚିତ କରିପାରିବେ ନାହିଁ : ଦଇତାପତି ସେବାୟତ

ପୁରୀ : ଶ୍ରୀମନ୍ଦିର ଭିତରେ ଭକ୍ତଙ୍କଠାରୁ ସେବାୟତ ମାନେ ଦାନ ଗ୍ରହଣ ନକରିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେବା ପରେ ଚିହିଁକି ଉଠିଛନ୍ତି ଦଇତାପତି ସେବାୟତ । ପରୋକ୍ଷରେ କହିଛନ୍ତି, ଭକ୍ତଙ୍କ ଠାରୁ ଦାନଅର୍ଥ ଗ୍ରହଣ କରିବାକୁ ସେମାନଙ୍କୁ କେହି ରୋକି ପାରିବେ ନାହିଁ । ଯଦି ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରାଯାଏ, ତେବେ ଖୋଲାଖୋଲି ବିଦ୍ରୋହ ହେବ ବୋଲି କହିଛନ୍ତି । ଆଗକୁ ରଥଯାତ୍ରା, ଆଉ ତାପୂର୍ବରୁ ରଥଯାତ୍ରାରେ

ବଲିଉଡ ଅଭିନେତା ଦବଙ୍ଗ ବୟଙ୍କ ହତ୍ୟା ଷଡଯନ୍ତ୍ରର ପର୍ଦ୍ଦାଫାଶ

ମୁମ୍ବାଇ : ବଲିଉଡ ଅଭିନେତା ଦବଙ୍ଗ ବୟଙ୍କୁ ହତ୍ୟା ଷଡଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି । ବିଶନୋଇ ଗ୍ୟାଙ୍ଗର ସାର୍ଫ ସୁଟର ସମ୍ପତ ନେହେରା ପୋଲିସର ପଚରା ଉଚରାରେ କହିଛି କି, ସଲମାନଙ୍କୁ ତାଙ୍କ ଘର ବାଲକୋନିରେ ମାରିବାର ପ୍ଲାନିଂ ଥିଲା । ସଲମାନଙ୍କ ହତ୍ୟାର ଯୋଜନାର ପର୍ଦ୍ଦଫାସ ଗୁରୁଗ୍ରାମର ଏସଟିଏଫ ଟିମ କରିଛି । ସୂଚନା ଯୋଗ୍ୟ, ଜାନୁୟାରୀ ୬ତାରିଖ ଦିନ ଗ୍ୟାଙ୍ଗଷ୍ଟର ଲୋରେନ୍ସ ବିଷ୍ନୋଇ ସଲମାନ ଖାନଙ୍କୁ ହତ୍ୟା ଧମକ

ଦାନ ନେଇପାରିବେନି ସେବାୟତ : ଶ୍ରୀମନ୍ଦିର ପ୍ରଶାସନ

ପୁରୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ୨୪ ଘଣ୍ଟା ଭିତରେ କାର୍ଯ୍ୟକାରୀ କରିଛି ଶ୍ରୀମନ୍ଦିର ପ୍ରଶାସନ । ଭକ୍ତମାନେ ବଡ ଠାକୁରଙ୍କୁ ଦାନ ଆକାରରେ ଦେଉଥିବା ଅର୍ଥ ବା ସାମଗ୍ରୀକୁ ସେବାୟତ କିମ୍ବା ସେମାନଙ୍କ ସହଯୋଗୀ ଗ୍ରହଣ କରିପାରିବେ ନାହିଁ ବୋଲି ମନ୍ଦିର କାନ୍ଥରେ ନୋଟିସ ଲଗାଇ ତାଗିଦ କରାଯାଇଛି । ଯାହା ଲକ୍ଷ ଲକ୍ଷ ଭକ୍ତଙ୍କୁ ଆଶ୍ୱସ୍ତ କରିଛି । କୋର୍ଟଙ୍କ ନିର୍ଦ୍ଦେଶ ଆଉ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପକୁ ସ୍ୱାଗତ

ସୋମବାରଠାରୁ ବିଜେପିର ଜନଜାଗରଣ ସହ ଆନ୍ଦୋଳନ

ଭୁବନେଶ୍ୱର : ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ସୋମବାର ଦିନ ବିଜେପି ପକ୍ଷରୁ ବ୍ୟାପକ ଜନଜାଗରଣ କରାଯିବ । ବିଜେପି ସମସ୍ତ ଜିଲ୍ଲା ଓ ସବଡିଭିଜନ କେନ୍ଦ୍ରରେ ବିକ୍ଷୋଭ ପ୍ରଦର୍ଶନ କରିବ । ୧୨ ତାରିଖଠାରୁ ସପ୍ତାହ ବ୍ୟାପୀ ରାଜ୍ୟ ତମାମ ସବୁ ଥାନା ସମ୍ମୁଖରେ ବିକ୍ଷୋଭ କରିବା ସହ ଲୋକମାନଙ୍କ ପକ୍ଷରୁ ଏଫ୍‌ଆଇଆର୍‌ ଦିଆଯିବ । ସାରା ରାଜ୍ୟରେ ଥିବା ଜଗନ୍ନାଥ ମନ୍ଦିରରେ ସମୁହ ଦୀପଦାନ

ବଡ଼ ଅଧିକାରୀ ହେବା ପାଇଁ ୟୁପିଏସସିର ସିଭିଲ ସର୍ଭିସ ପରୀକ୍ଷା ପାସ୍ କରିବା ଜରୁରୀ ନୁହେଁ : ମୋଦୀ

ନୂଆଦିଲ୍ଲୀ :  ଦେଶରେ  ବଡ଼ ଅଧିକାରୀ ହେବା ପାଇଁ ୟୁପିଏସସିର ସିଭିଲ ସର୍ଭିସ ପରୀକ୍ଷା ପାସ୍ କରିବା ଜରୁରୀ ନୁହେଁ ।ଏହି ପରିପ୍ରେକ୍ଷୀରେ ବହୁ ପ୍ରତୀକ୍ଷିତ ଲାଟେରାଲ ଏଣ୍ଟ୍ରିର ଅଧିସୂଚନାକୁ ସରକାରଙ୍କ ପକ୍ଷରୁ ଔପଚାରିକ ଭାବେ ଜାରି କରାଯାଇଛି। ରବିବାର ଏହି ପଦରେ  ନିଯୁକ୍ତି ପାଇଁ ଡିପାର୍ଟମେଣ୍ଟ ଅଫ ପର୍ସନାଲ(ଡିଓପିଟି) ବିସ୍ତୃତ ଗାଇଡଲାଇନ୍ସ ସହିତ ଅଧିସୂଚନା ମଧ୍ୟ ଜାରି କରିଛି। ଡିଓପିଟି ପକ୍ଷରୁ ଜାରି ଅଧିସୂଚନା ଅନୁଯାୟୀ ମନ୍ତ୍ରଣାଳୟର ସଂଯୁକ୍ତ ସଚିବ

ଫାଣ୍ଡିରେ ପୋଲିସ ବାବୁଙ୍କ ବ୍ରିଟିଶ ଶାସନ

ଝାରସୁଗୁଡ଼ା : ରାଜ୍ୟରେ ଆଇନି ବ୍ୟବସ୍ଥା ଉପରେ କଳଙ୍କି ଲାଗିଗଲାଣି । ଏଣିକି ଥାନାରେ ପୀଡିତଙ୍କୁ ନ୍ୟାୟ ପରିବର୍ତ୍ତେ ବ୍ରିଟିଶ ଶାସନ ଦେଖିବାକୁ ମିଳୁଛି । ଅର୍ଥାତ ଥାନା ବାବୁ ପଇସା ନେଇ ପୀଡିତଙ୍କୁ ନ୍ୟାୟ ବଦଳରେ ନିସ୍ତୁକ ମାଡ ମାରି ଘରକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି । ଠିକ ଏହି ଭଳି ସଙ୍ଗିନ ଅଭିଯୋଗ ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ସାହାସପୁର ଫାଣ୍ଡିରେ

କୁପୱାଡା କୈରନ ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାର କୈରନ ସେକ୍ଟରରେ ଆତଙ୍କବାଦୀଙ୍କ ବଡ ଅନୁପ୍ରବେଶ ଉଦ୍ୟମ ବିଫଳ ହୋଇଛି । ସେନାର ପ୍ରତିଜବାବରେ ବର୍ତମାନ ସୁଦ୍ଧା ୪ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଏବେ ବି କିଛି ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି । ଏବେ ବି ସେଠାରେ ସର୍ଚ ଅପରେସନ ଜାରି ରହିଛି । ସୂଚନା ଅନୁସାରେ, ଆଜି ଭୋରରୁ କୈରନ ସେକ୍ଟରରେ କିଛି ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ

Top