You are here
Home > 2018 > August > 02

ଅକ୍ଟୋବର ୨ରୁ ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ

ଭୁବନେଶ୍ଵର : ଗାନ୍ଧୀ ଜୟନ୍ତୀରୁ ଓଡିଶାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ ହେବ । ତେଣୁ ପୁନଃ ପ୍ରକ୍ରିୟାକୃତ ପ୍ଲାଷ୍ଟିକ ସାମଗ୍ରୀକୁ ବାଦ ଦେଇ ବାକି ସମସ୍ତ ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ବ୍ୟାନ ହେବାକୁ ଯାଉଛି ।ମିଳିଥିବା ସୂଚନା ଅନୁସାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏ ସଂକ୍ରାନ୍ତରେ ଏକ ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରି ଜଙ୍ଗଲ ଓ ପରିବେଶ ବିଭାଗକୁ ଦେଇସାରିଛି । ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’

ଋଷିଆରୁ ଅସ୍ତ୍ରଶସ୍ତ୍ର କିଣିଲେ ଭାରତ ଉପରେ କଟକଣା ଲଗାଇବ ନାହିଁ ଆମେରିକା

ନୂଆଦିଲ୍ଲୀ : ଆମେରିକା କଂଗ୍ରେସରେ ଏକ ବିଲ୍‌ ପାଶ ହୋଇଛି । ଏହା ଦ୍ୱାରା ଭାରତ ଋଷିଆରୁ ଏସ-୪୦୦ ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମ କିଣିଲେ ଭାରତ ଉପରେ କଟକଣା ଲାଗୁ ହେବ ନାହିଁ । ଋଷିଆ ସହ ଯେଉଁ ଦେଶମାନେ ସାମରିକ ସଂପର୍କ ରଖିଛନ୍ତି ବା ଅସ୍ତ୍ରଶସ୍ତ୍ର କିଣୁଛନ୍ତି ସେମାନଙ୍କ ବିରୋଧରେ ଆମେରିକାର ସିଏଏଟିଏସଏ ଆଇନ ଅନୁସାରେ କଟକଣା ଲଗାଉଛି ଆମେରିକା । କିନ୍ତୁ ଭାରତ ପ୍ରତି କୋହଳତା ପ୍ରଦର୍ଶନ

ଆକ୍ସନ ମୁଡରେ ମୋଦି ସରକାର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟକୁ ନେଇ ଟ୍ରୋଲ କରୁଥିବା ବ୍ୟକ୍ତି, ହୋଇଯାଆନ୍ତୁ  ସାବଧାନ । ଏବେ ସେମାନଙ୍କ ଉପରେ ନଜର ରଖିବେ ମୋଦି ସରକାର । ଖୁବଶୀଘ୍ର ଏମାନଙ୍କ କାଯ୍ୟକଳାପ ଉପରେ ରୋକ ଲଗାଯିବା ନେଇ ମୋଦି ସରକାର ଦୃଢ ପଦକ୍ଷେପ ନେଇଛନ୍ତି ।  ପେପ୍ସିକୋ, ଆଇଟିସି ଓ ପତଞ୍ଜଳୀ ଭଳି କମ୍ପାନିମାନଙ୍କୁ ଫେସବୁକ୍ , ଗୁଗୁଲ ଓ ୟୁଟ୍ୟୁବ୍ ଜରିଆରେ ବଦନାମ କରାଯାଉଛି ବୋଲି ଅଭିଯୋଗ

ହ୍ରାସ ପାଇଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ : ଆପଣବି ଯଦି ସୁନା କିଣିବା ପାଇଁ ସ୍ଥିର କରିଛନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଗୁରୁବାର ସୁନାଦର ୩୬୫ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି। ଅର୍ଥାତ ଏହି ଦର ହ୍ରାସ ପାଇବା ପରେ ୧୦ଗ୍ରାମ ସୁନା ମୂଲ୍ୟ ୩୦, ୫୦୦ଟଙ୍କା ରହିଛି। ସୂଚନାଯୋଗ୍ୟ, ସୁନା ଦର ହ୍ରାସ ପାଇବାର ମୁଖ୍ୟ କାରଣ ହେଉଛି ଅନ୍ତଜାର୍ତୀୟ ବଜାରରେ ସୁନା ଓ ରୁପା ମୂଲ୍ୟ ହ୍ରାସ ଓ ସ୍ଥାନୀୟ

କେନାଲ ପାଲଟିଛି ଜଙ୍ଗଲ, ଚାଷୀକୂଳ ହତାଶ

ହିଞ୍ଜିଳୀକାଟୁ : କେନ୍ଦ୍ର ଓ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ସ୍ଵାର୍ଥକୁ ଲକ୍ଷ ରଖି ଯୋଜନା ପରେ ଯୋଜନା ଘୋଷଣା କରି ଚାଲିଛନ୍ତି । ଏଥିପାଇଁ କେନ୍ଦ୍ରୀୟ ଓ ରାଜ୍ୟ ଅନୁଦାନ ପାଣ୍ଠିରୁ ଜଳସମ୍ପଦ ବିଭାଗ ଜରିଆରେ ବିକାଶ ନାଁରେ କୋଟି କୋଟି ଟଙ୍କା ଖର୍ଚ କରାଯାଉଛି । କିନ୍ତୁ ଚାଷୀଙ୍କ ପାଇଁ ଉର୍ଦ୍ଧିଷ୍ଟ ଏସବୁ ଯୋଜନାରୁ ଅଞ୍ଚଳରେ ଗରିବ ଓ ଆର୍ଥିକ ଅନଟନ ଚାଷୀ ପରିବାର କିଭଳି

ସଉତୁଣୀଙ୍କ କଳହରୁ ସ୍ୱାମୀ ହରାଇଲେ ଗୁପ୍ତାଙ୍ଗ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମୁଜଫରନଗରରେ ଜଣେ ମହିଳା ନିଜ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଇଛନ୍ତି । ମହିଳା ଜଣକ ନିଜକୁ ଅବହେଳିତ ମନେକରବା ସହ ସ୍ୱାମୀଙ୍କ ଦ୍ୱିତୀୟ ବିବାହରେ ନାରାଜ ଥିଲେ । ମହିଳାଙ୍କ ସ୍ୱାମୀ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ସହ ରହୁଥିଲେ । ଆଉ ରାଗରେ ଏଭଳି କାଣ୍ଡ ଘଟାଇଛନ୍ତି । ଦୁଇପତ୍ନୀଙ୍କ କଳହରୁ ଜଣେ ସ୍ୱାମୀଙ୍କୁ ତାଙ୍କ ଜନେନ୍ଦ୍ରିୟ ହରାଇବାକୁ ପଡ଼ିଛି । ଗୁରୁତର ସ୍ୱାମୀଙ୍କୁ ଚିକିତ୍ସା ପାଇଁ

ଏଣିକି ଶସ୍ତାରେ ପ୍ରତି ପରିବାରକୁ ମିଳିବ ୨ କିଲୋ ଡାଲି

ନୂଆଦିଲ୍ଲୀ : ନିର୍ବାଚନ ଯେମିତି ପାଖେଇ ଆସୁଛି ସରକାରଙ୍କର ଦରଦ ଲୋକମାନଙ୍କ ପ୍ରତି ସେତିକି ବଢିବାରେ ଲାଗିଛି । ରାଜ୍ୟ ସରକାର ଲୋକମାନଙ୍କୁ ଗୋଟିଏ ସୁବିଧା ଯୋଗାଇ ଦେବା ବେଳେ କେନ୍ଦ୍ର ସରକାର ଲୋକମାନଙ୍କୁ ଆଉ ଦୁଇଟି ସୁବିଧା ଯୋଗାଇ ଦେଉଛନ୍ତି । ଟଙ୍କିକିଆ ଚାଉଳ ସ୍କିମକୁ ନେଇ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଟଣାଉଟରା ଚାଲିଛି । ରାଜ୍ୟ କହୁଛି ମୁଁ

୧୦ ଜିଲ୍ଲାକୁ ବଜ୍ରପାତ ନେଇ ସତର୍କ ସୂଚନା

ଭୁବନେଶ୍ଵର : ବଜ୍ରପାତ ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ । ୭ଟା ୪୫ ମିନିଟ ମଧ୍ୟରେ ରାଜ୍ୟର ୧୦ ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ଏନେଇ ସତର୍କ ସୂଚନା ଜାରି କରଛି ପାଣିପାଗ କାର୍ୟ୍ୟାଳୟ । ବଜ୍ରପାତ ହେବାର ସମ୍ଭାବ୍ୟ ଜିଲ୍ଲା ଗୁଡିକ ହେଲା ବଲାଙ୍ଗୀର, କଳାହାଣ୍ଡି, ଅନୁଗୁଳ, ସମ୍ବଲପୁର, କଟକ , ଖୋର୍ଦ୍ଧା, ଢ଼େଙ୍କାନାଳ ଭଳି ୧୦ଟି ଜିଲ୍ଲାକୁ ଆଗୁଆ

ମନ୍ଦିର କାନ୍ଥରେ ମାଓପୋଷ୍ଟର

ରାୟଗଡା : ମନ୍ଦିର କାନ୍ଥରେ ମାଓପୋଷ୍ଟର । ରାୟଗଡ଼ା କଲ୍ୟାଣସିଂହପୁର ଶିବ ମନ୍ଦିର କାନ୍ଥରେ ନକ୍ସଲମାନେ ୪ଟି ପୋଷ୍ଟର ଲଗାଇଛନ୍ତି। ନକ୍ସଲ ସଂଗଠନର ବାସଧରା ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ଉଲ୍ଲେଖ ରହିଛି । ନିୟମଗିରି ଜନ ଆନ୍ଦୋଳନକୁ ଧ୍ୱଂସ କରି କେନ୍ଦ୍ର ଓ ରାଜ୍ୟ ସରକାର ନିୟମଗିରି ପାହାଡ଼କୁ ବେଦାନ୍ତ ହାତରେ ଟେକି ଦେବାକୁ ଚକ୍ରାନ୍ତ କରୁଛନ୍ତି। ପୁଲିସ ଜନ ଆନ୍ଦୋଳନକୁ ଭଣ୍ଡୁର କରିବା

ଟି. ୨୦ ଚ୍ୟାଲେଞ୍ଜର ଟ୍ରଫି ପାଇଁ ବିସିସିଆଇର ମହିଳା ଟିମ ଘୋଷଣା

ନୂଆଦିଲ୍ଲୀ : ବିସିସିଆଇ ସବୁ ଟିମରୁ ୧୩-୧୩ ଖେଳାଳୀଙ୍କ ନାମ ଘୋଷଣା କରିଛନ୍ତି । କର୍ଣ୍ଣାଟକ ଅଲୁରଠାରେ ଅଗଷ୍ଟ ୧୪ରୁ ୨୧ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସିନିୟର ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିରେ ମିତାଲି ରାଜ, ଦିପ୍ତି ଶର୍ମା, ଓ ବେଦା କୃର୍ଷ୍ଣ ମୂର୍ତି ଯଥାକ୍ରମେ : ଇଣ୍ଡିଆ ବ୍ଲୁ, ଇଣ୍ଡିଆ ରେଡ ଓ ଇଣ୍ଡିଆ ଗ୍ରୀନର ନେତୃତ୍ୱ ନେବେ । ଇଣ୍ଡିଆ ରେଡ, ଦିପ୍ତି ଶର୍ମା, (କ୍ୟାପଟେନ) , ପୁନମ

Top