You are here
Home > 2018 > August > 07

ପୁଣି ଧୋକା ଦେଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡରେ ଏବେ ପ୍ରିୟଙ୍କା ଚୋପ୍ରା ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଯେବେଠୁଁ ସେ ବୟଫ୍ରେଣ୍ଡ ନିକ ଜୋନ୍‌ସଙ୍କ ସହିତ ଏନ୍‌ଗେଜ୍‌ମେଣ୍ଟ୍‌ କରିଥିବା ଖବର ଆସୁଛି,ସେବେଠାରୁ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଣେ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ଫିଲ୍ମ ‘ଭାରତ୍‌’ଛାଡିବା ପରେ ବି ପ୍ରିୟଙ୍କା ଚର୍ଚ୍ଚିତା ହୋଇଥିଲେ।ପ୍ରିୟଙ୍କାଙ୍କର ଏଭଳି ପଦକ୍ଷେପକୁ ନେଇ ବଲିଉଡରେ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। ସେ ଯାହା ହେଉ ସେହି ପ୍ରସଙ୍ଗ ଏବେ ଥଣ୍ଡା ପଡିଗଲାଣି। ସଲମାନ୍‌ ଖାନ୍‌ଙ୍କୁ ଧୋକା

ସାଙ୍ଗ ସାଜିଲା ଦୁଷ୍କର୍ମକାରୀ

ମୁମ୍ବାଇ : ମହାରାଷ୍ଟ୍ରର ଥାନେରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି । ରବିବାର ଫ୍ରେଣ୍ଡସିପ୍‌ ଡ଼େ ଅବସରରେ ଘଟିଛି ଏହି ଘଟଣା । ଫ୍ରେଣ୍ଡସିପ୍‌ ଡ଼େ ପାଳନ କରିବା ବାହାନାରେ ଜଣେ ୧୬ବର୍ଷିୟ ନାବାଳିକାକୁ ଘରୁ ଡ଼ାକି ନେଇ ତା’ର ଦୁଇ ଜଣ ସାଙ୍ଗ ତା’ ସହ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ଦୁଇ ଜଣ ଅପରାଧୀକୁ ଗିରଫ କରି ନେଇଛି

ଫେସ୍‌ବୁକ୍‌ ଓ ହ୍ଵାଟସ୍‌ ଆପ୍‌କୁ ବ୍ଲକ୍‌ କରି ପାରନ୍ତି ସରକାର

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଗୁଜବ ଓ ମିଥ୍ୟା ଖବରକୁ ଦୃଷ୍ଟିରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ସରକାର ସୋସିଆଲ ମିଡିଆ ଆପ୍‌ ଯେମିତି ହ୍ଵାଟସ୍‌ଆପ୍‌, ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ର୍ରାମ ଓ ଟେଲିଗ୍ରାମକୁ ବ୍ଲକ୍‌ କରିବାର ବିଚାର କରୁଛନ୍ତି। ତେବେ ସରକାର ରାଷ୍ଟ୍ରୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଟେଲିକମ୍‌ କମ୍ପାନି ଓ ଇଣ୍ଟରନେଟ ସର୍ଭିସ୍‌ (ଆଇଏସ୍‌ପି)

ମହିଳା ଶାଖା ପାଇଁ କଂଗ୍ରେସ ଲଞ୍ଚ୍‌ କଲା ନୂଆ ଲୋଗୋ ଓ ପତାକା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଙ୍ଗଳବାର ଦଳର ମହିଳା ଶାଖା ‘ଅଲ୍‌ ଇଣ୍ଡିଆ ମହିଳା କଂଗ୍ରେସ’ ସକାଶେ ଏକ ନୂଆ ଲୋଗୋ ଓ ପତାକା ଲଞ୍ଚ୍‌ କରି ଦଳୀୟ ମହିଳାଙ୍କୁ ଉତ୍ସର୍ଗ କରିଛନ୍ତି। କଂଗ୍ରେସର ମହିଳା ଶାଖାକୁ ଏହି ଲୋଗୋ ଓ ପତାକା ଏକ ପୃଥକ ପରିଚୟ ପ୍ରଦାନ କରିବ।ଏହି ଲୋଗୋ ଓ ପତାକା ଲଞ୍ଚ୍‌ କରିବା ଅବସରରେ ରାହୁଲ୍‌ ଗାନ୍ଧୀ କହିଛନ୍ତି, ‘ ଦଳର ଲକ୍ଷ ହେଉଛି

କରୁଣାନିଧିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡି.ଏମ୍‌.କେ ସୁପ୍ରିମୋ ଏମ୍‌. କରୁଣାନିଧିଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ଜଣାଇଛନ୍ତି। ତାମିଲନାଡୁ ରାଜନୀତିରେ କରୁଣାନିଧିଙ୍କ ବିରାଟ ଭୂମିକା ଥିଲା। ତାଙ୍କର ଶାସନ କାଳରେ ସାମାଜର ଆର୍ଥିକ ଅବସ୍ଥା ସୁଧୁରି ଥଲା। ସେହପିରି କରୁଣାନିଧି ତାମିଲନାଡୁରେ ଅନେକ ସଂସ୍କାର ଆଣିଥିଲେ ବୋଲି ନବୀନ କହିଛନ୍ତି। ତାମିଲନାଡୁରେ ୫ ଥର ମୁଖ୍ୟମନ୍ତ୍ରୀ ଥିବା କରୁଣାନିଧିଙ୍କ ରାଜ୍ୟର

ଜାଳିଦେଲେ ଶାଶୁଘର ଲୋକ, ଜଳନ୍ତା ଅବସ୍ଥାରେ ରାସ୍ତାରେ ଦୌଡିଲେ ନବବଧୂ

ବାଲେଶ୍ୱର : ରାଜ୍ୟରେ ବଢିଚାଲିଛି ମହିଳା ବିରୋଧୀ ହିଂସା । ଗୋଟିଏ ପଟେ କେନ୍ଦ୍ର ତଥା ରାଜ୍ୟ ସରକାର ଯୌତୁକ ବ୍ୟାଧିକୁ ରୋକିବା ପାଇଁ ଅନେକ ପଦକ୍ଷେପ ତଥା ସଚେତନତା ସୃଷ୍ଟି କରୁଥିବା ବେଳେ ଏବେ ମଧ୍ୟ ଏହି ଯନ୍ତ୍ରଣାରେ ଜର୍ଜରିତ ମହିଳା ତଥା ନବବଧୂ । ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଚିଲାପଦା ଗ୍ରାମେରେ । ପରିସ୍ଥିତି ଏତେ ପରିମାଣରେ ଭୟାନକ ଥିଲା

ପ୍ରତିଭା ଥିଲେ ବୟସକୁ ମାପକାଠି କରାନଯାଉ : ସଚିନ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ଭଗବାନ, ତଥା ପୂର୍ବତନ ବ୍ୟାଟସ୍‌ମ୍ୟାନ୍‌ ସଚିନ ତେନ୍ଦୁଲକର ପ୍ରତିଭାକୁ ଗୁରତ୍ୱ ଦେଇଛନ୍ତି। ଜାତୀୟ ଚନୟକାରୀ ସଦସ୍ୟମାନେ ଖେଳାଳିଙ୍କ ବୟସକୁ ଗୁରୁତ୍ୱ ନଦେଇ ପ୍ରତିଭାକୁ ଚିହ୍ନିବା ଦରକାର ବୋଲି କହିଛନ୍ତି। ଇଂଲଣ୍ଡର ହରଫମୌଲା ସାମ କୁରେନ୍‌ ଓ ୨ୟ ଟେଷ୍ଟ ପାଇଁ ଚୟନ କରାଯାଇଥିବା ୨୦ ବର୍ଷିଅ ଓଲ୍ଲେ ପୋପଙ୍କ ସଂପର୍କରେ ପଚରାଯିବାରୁ, ସଚିନ ତେନ୍ଦୁଲକର କ୍ରିକ୍‌ଇନଫୋକୁ କହିଛନ୍ତି, ଯଦି କେହି ଭଲ ଅଟେ, ତା’ହେଲେ

ଶାରୀରିକ ସଂପର୍କ ରଖିବା ପାଇଁ ମନା କରିବାରୁ ମଡେଲଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ଶାରୀରିକ ସଂପର୍କ ରଖିବାକୁ ମନା କରିବାରୁ ଥାଇଲାଣ୍ଡର ଜଣେ ମଡ଼େଲ ପାେଓ୍ଵନାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକ ଜଣଙ୍କ ଥାଇଲାଣ୍ଡର ବିୟୁଟି କୁଇନ୍‌ ରହି ସାରିଥିବା ବେଳେ ଖୁବ୍‌ ଶୀଘ୍ର ସେ ତାଙ୍କ ପ୍ରେମିକଙ୍କ ସହ ନିର୍ବନ୍ଧ କରିଥାନ୍ତେ । କିନ୍ତୁ ଭାଗ୍ୟରେ କିଛି ଅଲଗା ଲେଖା ଥିଲା । ପାେଓ୍ଵନା ନିଜ ସାଙ୍ଗମାନଙ୍କ ସହ ଏକ କ୍ଲବ୍‌କୁ ଯାଇଥିବା ବେଳେ କ୍ଲବ୍‌ର ମାଲିକ

ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି। ବିଲେଇପଦା ଫାଣ୍ଡି ଅଧୀନ ଦଡୁଆ ଗ୍ରାମର ମୁଣ୍ଡାସାହିରେ ଆଜି ଦିନ ୧୧ ଟାରେ ଏହି ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାରେ ଅଭିଯୁକ୍ତ ସନା ମୁଣ୍ଡାକୁ ପୁଲିସ ଗିରଫ କରିଛି। ମୃତ ମହିଳା ହେଲେ ଦଶମା ମୁଣ୍ଡା (୫୫)। ଖବର ଅନୁସାରେ, ଅଭିଯୁକ୍ତ ସନା ମୁଣ୍ଡାଙ୍କ ୬ ମାସର ଝିଅ କ୍ଷୀର ପିଉନଥିଲା। ଏହାପଛରେ

ଇରାନକୁ ଆମେରିକାର କଡା ଚେତାବନୀ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଇରାନ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଆଉ ଏକ ଚେତାବନୀ ଜାରି କରି କହିଛନ୍ତି ଯେ ଯେଉଁ ଦେଶ ଇରାନ ସହିତ କାରବାର ଜାରି ରଖିବ ସେହି ଦେଶ ଆମେରିକା ସହିତ କାରବାର କରି ପାରିବ ନାହିଁ। ଟ୍ରମ୍ପ ବୁଧବାର ଇରାନ ଉପରେ ନୂତନ ପ୍ରତିବନ୍ଧକ ଲଗାଇ ଇରାନକୁ ଏକଘରିଆ କରିଛନ୍ତି। ଇରାନ ସହ ୨୦୧୫ରେ ପରମାଣୁ ଚୁକ୍ତି ପରେ ଏହି ପ୍ରତିବନ୍ଧକକୁ ହଟାଯାଇଥିଲା।

Top