Fri. Sep 20th, 2019

Day: August 17, 2019

ବୟଫ୍ରେଣ୍ଡ ପାଖରେ ସିଟ୍‌ ନମିଳିବାରୁ ପ୍ରେମିକା ବିମାନରେ କଲେ ବିଚିତ୍ର କାଣ୍ଡ

ନୂଆଦିଲ୍ଲୀ : ବିମାନରେ ବୟଫ୍ରେଣ୍ଡ ପାଖରେ ସିଟ୍‌ ନପାଇବାରୁ ବିଚିତ୍ର କାଣ୍ଡ କରିଛନ୍ତି ପ୍ରେମିକା। ଏୟାର-ହଷ୍ଟେସ୍‌ଙ୍କ ଉପରକୁ ପ୍ରେମିକା ଗରମ…

ଗାନ୍ଧି ଜୟନ୍ତୀରୁ କର୍କଟ ରୋଗୀଙ୍କୁ ଉପଶମ ଚିକିତ୍ସା, କ୍ୟାପିଟାଲ ହସ୍ପିଟାଲ ସମେତ ୭ଟି ଜିଲ୍ଲାରେ ମିଳିବ ସୁବିଧା

ଭୁବନେଶ୍ୱର : ଆସନ୍ତା ଗାନ୍ଧି ଜୟନ୍ତୀରୁ କର୍କଟ ରୋଗୀମାନଙ୍କୁ ରାଜ୍ୟ ସରକାର ଜିଲ୍ଲାସ୍ତରରେ ଉପଶମ ଚିକିତ୍ସା ଯୋଗାଇଦେବେ। ପ୍ରଥମ ପର୍ଯ୍ୟାୟରେ…

ପାଣିପାଗ ବିଭାଗର ସତର୍କ ସୂଚନା: ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ…

ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ: ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ୧୫ ଅଧିକାରୀ ବରଖାସ୍ତ

ଭୁବନେଶ୍ୱର: ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଅନୁଯାୟୀ…

ଦୂରଦର୍ଶନର ଲୋକପ୍ରିୟ ଆଙ୍କର୍ ନୀଲମ ଶର୍ମାଙ୍କ ପରଲୋକ

ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ଖବର ଉପସ୍ଥାପିକା (ନ୍ୟୁଜ୍‌ ଆଙ୍କର) ନୀଲମ୍ ଶର୍ମାଙ୍କ ପରଲୋକ ହୋଇଯାଇଛି। ଦୂରଦର୍ଶନର ଅଫିସିଆଲ୍‌ ଟ୍ୱିଟର୍‌ ହ୍ୟାଣ୍ଡଲ୍‌ରେ…

ଆଇଏଏସ୍‌ ସ୍ତରରେ ଅଦଳବଦଳ: ଓଏଫ୍‌ଡିସି ଅଧ୍ୟକ୍ଷ ହେଲେ ଗଗନ ଧଳ, ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍‌ ଅଫିସର ସ୍ତରରେ ଏକ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ…