Fri. Dec 6th, 2019

ଡିସେମ୍ବରରେ ୯ଦିନ ବ୍ୟାଙ୍କ ଛୁଟି

ଭୁବନେଶ୍ଵର : ଚଇତ ଡିସେମ୍ବର ମାସରେ ୯ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଦିନ ଗୁଡିକ ମଧ୍ୟରେ ରହିଛି ୫ଟି ରବିବାର। ଏହାଛଡା ଡିସେମ୍ବର ୧୪ ଦ୍ୱିତୀୟ ଶନିବାର। ଡିସେମ୍ବର ୨୮ ଚତୁର୍ଥ ଶନିବାର ପଡୁଥିବାରୁ ବ୍ୟାଙ୍କ ଛୁଟି ରହିବ। ସେହିପରି ଡିସେମ୍ବର ୨୫ ବଡଦିନ ଓ ଡିସେମ୍ବର ୨୬ ବକ୍ସିଂ ଡେ ପାଇଁ ବ୍ୟାଙ୍କ ଛୁଟି ରହିଛି।

Leave a Reply

Your email address will not be published. Required fields are marked *