Fri. Dec 6th, 2019

ବିଜେପିରେ ମିଶିଲେ ତାମିଲ ଚିତ୍ରତାରକା ନମିତା ଓ ରାଧା ରବି

ନୂଆଦିଲ୍ଲୀ : ଲୋକପ୍ରିୟ ତାମିଲ ଫିଲ୍ମ ଚିତ୍ର ତାରକା ନମିତା ଓ ରାଧା ରବି ଗତକାଲି ବିଜେପିରେ ଯୋଗ ଦେଇଛନ୍ତି। ଉଭୟ କଳାକାର ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ରାଧା ରବି ଡିଏମକେରେ ଥିଲେ। ଅଭିନେତ୍ରୀ ନୟନତାରାଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ଏହାପରେ ସେ ଗତ ଜୁନ ମାସରେ ଏଆଇଏଡିଏମକେରେ ସାମିଲ ହୋଇଥିଲେ। କିନ୍ତୁ ତାମିଲଫିଲ୍ମ ଷ୍ଟାର ନମିତା ପ୍ରଥମ ଥର ରାଜନୀତିରେ ପ୍ରବେଶ କରିଛନ୍ତି।

Leave a Reply

Your email address will not be published. Required fields are marked *