Fri. Dec 6th, 2019

୧୫୮ ଆହାର କେନ୍ଦ୍ର ଓ ୩୪ କେନ୍ଦ୍ରୀୟ ପାକଶାଳାକୁ ମିଳିଲା ଆଇଏସଓ ପ୍ରମାଣପତ୍ର

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ପାକଶାଳାକୁ ଆଇଏସଓ ମାନ୍ୟତା ମିଳିଛି। ଏଥିପାଇଁ ସହରାଞ୍ଚଳ ବିକାଶ ବିଭାଗ, ଜିଲ୍ଲାପାଳ ଓ ସହଯୋଗର ହାତ ବଢ଼ାଇଥିବା ଶିଳ୍ପମାନଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାର ଆହାର ଯୋଜନାରେ ସହରାଂଚଳର ଗରିବ ଲୋକମାନଙ୍କୁ ଶସ୍ତାରେ ରନ୍ଧା ଖାଦ୍ୟ ଯୋଗାଇ ଦେଉଛନ୍ତି। ମାତ୍ର ୫ ଟଙ୍କା ଦେଇ ଲୋକମାନେ ପେଟପୂରା ଖାଇପାରୁଛନ୍ତି।

Leave a Reply

Your email address will not be published. Required fields are marked *