ମାୟାବତୀଙ୍କ ପୁତୁରା ଆକାଶ ହେଲେ ବିଏସ୍‌ପି ଅଧ୍ୟକ୍ଷ

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ମୁଖ୍ୟା ତଥା ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଉତ୍ତରାଧିକାରୀ ଘୋଷଣା କରିଛନ୍ତି।

ଖବର ଅନୁଯାୟୀ ରବିବାର ଲକ୍ଷ୍ନୌରେ ଆୟୋଜିତ ଦଳୀୟ ବୈଠକରେ ମାୟାବତୀ ଘୋଷଣା କରିଛନ୍ତି ଆକାଶ ହେବେ ବିଏସ୍‌ପି ଅଧ୍ୟକ୍ଷ। ଗତବର୍ଷରୁ ତାଙ୍କୁ ଦଳୀୟ ବ୍ୟାପାର ଦାୟିତ୍ଵ ଦିଆଯାଇଥିଲା। ଆକାଶ ହେଉଛନ୍ତି ମାୟାବତୀଙ୍କ ସାନଭାଇ ଆନନ୍ଦ କୁମାରଙ୍କ ପୁଅ।

Leave a Reply

Your email address will not be published. Required fields are marked *

Back to top button