Thu. Jun 27th, 2019
136 views

ଆଇସକ୍ରିମ ବାହାନାରେ ନାବାଳିକାକୁ ଦୁଷ୍କର୍ମ

ସେୟାର କରନ୍ତୁ:-

ଭୁବନେଶ୍ଵର : ଦିନକୁ ଦିନ ଅଧିକ କୋମଳମତି ଶିଶୁ ଦୁଷ୍କର୍ମର ଶିକାର ହେଉଥିବା ଅଭିଯୋଗ ଆସୁଛି । ଲୋକଙ୍କ ହୀନମାନଷିକତା କାରଣରୁ ଦୁଷ୍କର୍ମର ଶିକାର ହେଉଛନ୍ତି ଶିଶୁ । ଏହାର ଏକ ଉଦାହରଣ ମିଳିଛି ନୟାଗଡ଼ରେ । 

ସୂଚନା ମୁତାବକ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଂଚଳରେ ଲଜ୍ଜ୍ୟା । ଗାଁ ଘର ବାରଣ୍ଡାରେ ଜଣେ ପାଂଚ ବର୍ଷର ଝିଅକୁ ଖେଳୁଥିଲା । ସେହି ସମୟରେ ଜଣେ ଯୁବକ ତାକୁ ଆଇସକ୍ରିମ ଦେବା ବାହାନାରେ ନିଜ ଘରକୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ନାବାଳିକାର ପରିବାର ଲୋକେ ଇଟାମାଟି ପୋଲିସ ଥାନାରେ ଏତଲା ଦେଇଛନ୍ତି । ତଦନ୍ତ ଆରମ୍ଭ କରି ପୋଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରୁଛି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *