Fri. Dec 6th, 2019

ପେଟ୍ରୋଲ୍‌ରୁ ଟିକସ କମିବନି ଟିକସ : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍‌ର ଦାମ୍‌ ବଢୁଥିବା ବେଳେ ଏହା ଉପରୁ ଟିକସ କମାଇବାର କୌଣସି ଯୋଜନା ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସୋମବାର ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପେଟ୍ରୋଲ୍ ଓ ଡିଜେଲ୍ ଉପରୁ କେନ୍ଦ୍ର ସରକାର ଟିକସ କମ୍ କରିବେ ନାହିଁ। ତେଲ ଦାମ୍‌କୁ ଜିଏସ୍‌ଟି ଅଧୀନକୁ ଆଣିବାର କିଛି ଯୋଜନା ନାହିଁ ବୋଲି ସେ ଉତ୍ତର ରଖିଛନ୍ତି। ବର୍ତ୍ତମାନ ସର୍ବଭାରତୀୟ ସ୍ତରରେ ୭୩-୭୪ ଟଙ୍କାରେ ଉପଲବ୍ଧ ହେଉଥିବା ଏକ ଲିଟର ପେଟ୍ରୋଲ୍‌ରେ ପାଖାପାଖି ୩୫ ଟଙ୍କାର ଟିକସ ଲାଗୁ କରାଯାଇଛି।

Leave a Reply

Your email address will not be published. Required fields are marked *