ଅଗରବତୀ କାରଖାନାରେ ଜିଏସ୍‌ଟି ଚଢ଼ଉ

ବରଗଡ଼ : ବରାହଗୁଡ଼ାର ଏକ ଅଗରବତୀ କାରଖାନା ଉପରେ ଜିଏସ୍‌ଟି ବିଭାଗ ଚଢ଼ଉ କରିଛି। ଏହି କାରଖାନାରେ ପ୍ଲାଷ୍ଟିକ ଚେୟାର, ପୂଜା ଘିଅ ଓ ରାଶି ତେଲ ଆଦି ତିଆରି ହେଉଥିବା ଜଣାପଡ଼ିଥିଲା। ଏନ୍‌ଫୋର୍ସମେଣ୍ଟ କମିସନର୍ ନାଭିଦିତ୍ୟ ନାଏକଙ୍କ ନେତୃତ୍ୱରେ ଏହି ଚଢ଼ଉ ହୋଇଥିବା ବେଳେ କାରଖାନାର କାଗଜପତ୍ର ଜବତ ସହିତ କଞ୍ଚାମାଲ କେଉଁଠୁ ଆସୁଛି ତାହାର ଖୋଳତାଡ଼ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button