Tue. Aug 20th, 2019

ସେଲୁନ୍ ଭିତରୁ ଅସଂଯତ ଅବସ୍ଥାରେ ୬ ଯୁବତୀ ଉଦ୍ଧାର, ୧୪ଗିରଫ

ନୂଆଦିଲ୍ଲୀ : ଦିଳ୍ଲୀରେ ପୁଣି ସ୍ପା ସେଣ୍ଟର ଉପରେ ରେଡ୍ ମାରିଛି ପୁଲିସ । ଘର ବାହାରେ ସେଲୁନ୍ ଓ ସ୍ପା ବ୍ୟାନର ଲାଗିଥିବା ବେଳେ ଭିତରେ କିନ୍ତୁ ଚାଲିଥିଲା ଦେହ ବେପାର । ଯାହା ଉପରେ ଆଜି ରୋକ ଲଗାଇଛି ସିଆଇଏ ଟିମ୍। ସ୍ପା ସେଣ୍ଟରରେ ଅଚାନକ ଚଢ଼ଉ କରି ପୋଲିସ ୬ଜଣ ଯୁବତୀ ସମେତ ୮ଜଣ ଗ୍ରାହକଙ୍କୁ ଗିରଫ କରିଛି । ସ୍ପା ସେଣ୍ଟରର ସଂଚାଳକ ଠାକୁର ଦାସ ଓ ମହିଳା ସଂଚାଳକଙ୍କୁ ମଧ୍ୟ ଗିରଫ କରିଛି ମଡେଲ ଟାଉନ ଥାନା ପୋଲିସ।ଏସପି ନାଜନୀନ ଭସୀନଙ୍କ କହିବାନୁସାରେ, ସ୍ପା ବ୍ୟାନର ମରାଯାଇଥିବା ସେଣ୍ଟରରେ ସେକ୍ସ ରାକେଟ ଠାବ କରାଯାଇଛି। ୧୪ଜଣଙ୍କୁ ଗିରଫ କରାଯାଇଥିବାବେଳେ କିଛି ମହିଳାଙ୍କୁ ୬ଜଣଙ୍କୁ ଆପତ୍ତିଜନକ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *