Fri. Nov 15th, 2019

ସେକ୍ସ ରାକେଟର ପର୍ଦ୍ଦାଫାସ, ଜଣେ ଗ୍ରାହକକୁ ସନ୍ତୁଷ୍ଟ କରୁଥିଲେ ୬ଦେହଜୀବୀ

ନୂଆଦିଲ୍ଲୀ : ବିଜୟନଗର ଅଞ୍ଚଳରେ ସେକ୍ସ ରାକେଟ ଚଳାଉଥିବା ମହିଳା ଦଲାଲଙ୍କ ସମେତ ୬ ଦେହଜୀବୀ ଓ ଜଣେ ଗ୍ରାହକଙ୍କୁ ପୋଲିସ ଗିରଫ କରିଛି। ଗାଜିଆବାଦର ବିଜୟନଗର ପୋଲିସ ପ୍ରତାପ ବିହାରରେ ଚଢାଉ କରି ସେକ୍ସ ରାକେଟର କରିଛି ପର୍ଦ୍ଦାଫାସ।

ରିପୋର୍ଟ ଅନୁସାରେ ମହିଳା ଦଲାଲ ଜଣଙ୍କ ଏକ ଫ୍ଲାଟ୍‌ ଭଡାରେ ନେଇ ସେଠାରେ ଦେହ ବେପାର କରୁଥିଲା। ଚଢଉ ବେଳେ ପୋଲିସ ଦଲାଲ ଓ ଦେହଜୀବୀଙ୍କୁ ଗିରଫ କରିଛି। ପୋଲିସର ସୂଚନା  ହେଲା ସେକ୍ସ ରାକେଟ ସମ୍ପର୍କରେ ମିଳିଥିବା ସୂଚନାକୁ ଆଧାରରେ କରି ପୋଲିସ ସେଇ ଫ୍ଲାଟରେ ପହଞ୍ଚିଥିଲା। ସେଠାରେ ଜଣେ ଗ୍ରାହକଙ୍କୁ ୬ଜଣ ଦେହଜୀବୀ ସନ୍ତୁଷ୍ଟ କରୁଥିବା ପୋଲିସ ନଜରକୁ ଆସିଥିଲା।

Leave a Reply

Your email address will not be published. Required fields are marked *