Mon. Nov 18th, 2019

ଓଡିଶାରୁ ଜାମ୍ମୁ ଓ କାଶ୍ମୀର ଗଲେ ୭ କମ୍ପାନୀ ସିଆରପିଏଫ

ଭୁବନେଶ୍ଵର : ଜାମ୍ମୁ ଓ କାଶ୍ମୀରରେ ଲାଗିରହିଛି ଉତ୍ତେଜନା। ସେଠାରେ ଦେଖାଦେଇଥିବା ପରିସ୍ଥିତିକୁ ନେଇ ଏବେ ସମସ୍ତଙ୍କ ମନରେ ଅନେକ ଆଂଶକା ସୃଷ୍ଟି ହୋଇଛି। କଣ ପାଇଁ ଏତେ ସେନା ମୁତୟନ କରାଯାଉଛି ତାହା ମଧ୍ୟ ଜଣାପଡୁନାହିଁ। ଓଡିଶାରୁ ଆଜି ଯାଇଛନ୍ତି ଅର୍ଦ୍ଧ ସାମରିକ ବାହିନୀର ୭ କମ୍ପାନି ସିଆରପିଏଫ। ବାୟୁସେନାର ୩ଟି ସ୍ୱତନ୍ତ୍ର ବିମାନରେ ଏମାନଙ୍କୁ ଯାଇଛି।

Leave a Reply

Your email address will not be published. Required fields are marked *