Thu. May 23rd, 2019
235 views

ପୁରୁଷ ଲମ୍ବା କେଶ ରଖିଲେ ଜରିମାନା

ସେୟାର କରନ୍ତୁ:-

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପ୍ରକାରର ନିୟମ ରହିଥାଏ । କେଉଁଠି ପୁରୁଷଙ୍କ ପାଇଁ ଗୋଟେ ତ ମହିଳାଙ୍କ ପାଇଁ ଆଉଗୋଟେ । ହେଲେ ସେହିଭଳି ଏକ ଭିନ୍ନ ନିୟମ ଦେଖିବାକୁ ମିଳେ ଇରାନରେ । ଏଠାରେ ପୁରୁଷମାନେ କେହି ବି ଲମ୍ବା କେଶ ରଖିପାରିବେ ନାହିଁ । ଯଦି କେହି ଏହି ନିୟମ ଉଲ୍ଲଂଘନ କରେ ତେବେ ତାଙ୍କ ପାଇଁ ଜରିମାନାର ବ୍ୟବସ୍ଥା ମଧ୍ୟ ରହିଛି । ସେଠାକାର ଲୋକଙ୍କ କହିବାନୁଯାୟୀ ଇରାନରେ ପୁରୁଷଙ୍କ ପ୍ରତି ଥିବା ଏହି ନିୟମ ବାହାରୁ ଆସିଥିବା ପର୍ଯ୍ୟଟକଙ୍କ କ୍ଷେତ୍ରରେ ମଧ୍ୟ କିଛିଟା ଲାଗୁ କରାଯାଇଥାଏ । ତେଣୁ ଇରାନ ବୁଲିବାକୁ ଯାଉଥିବା ପୁରୁଷମାନେ ଯଦି ଲମ୍ବା କେଶ ରଖିଥାଆନ୍ତି ତେବେ ସେମାନଙ୍କୁ ବେଳେ ବେଳେ ଏମିତି ପରିସ୍ଥିତି ସାମ୍ନା କରିବାକୁ ପଡେ ବୋଲି କୁହାଯାଏ । ଆଉ କେହି ଯଦି ଏହି ନିୟମ ବିରୋଧରେ କିଛି କାର୍ଯ୍ୟ କରନ୍ତି ତେବେ ସେମାନଙ୍କୁ ଜରିମାନା ଦେବାକୁ ପଡିଥାଏ।

ସେୟାର କରନ୍ତୁ:-

2 thoughts on “ପୁରୁଷ ଲମ୍ବା କେଶ ରଖିଲେ ଜରିମାନା

Leave a Reply

Your email address will not be published. Required fields are marked *