Fri. Nov 15th, 2019

କାବୁଲ: ବିସ୍ଫୋରଣରେ ୧୪ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ :  ଆଫ୍‍ଗାନିସ୍ତାନର ରାଜଧାନୀ କାବୁଲରେ କାର୍‍ ବୋମା ବିସ୍ଫୋରଣ ଘଟିଛି। ଥାନା ପରିସରରେ ଘଟିଥିବା ଏହି ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅନେକ ସାଧାରଣ ଲୋକ ଅଛନ୍ତି। ଏହି ଆକ୍ରମଣ ତାଲିବାନ କରିଥିବା ଦାବି କରିଛି।

Leave a Reply

Your email address will not be published. Required fields are marked *