ଆଧାରକାର୍ଡରୁ ହଟିବ ବାପା ଓ ସ୍ଵାମୀଙ୍କ ନାମ

ଦେଶରେ ସବୁଠାରୁ ଗୁରୁତ୍ନପୂର୍ଣ୍ଣ ଡକ୍ଯୁମେଣ୍ଟ ମଧ୍ୟରେ ଆଧାର କାର୍ଡ ଅନ୍ଯତମ। ଏବେ ଏହି ଆଧାରକାର୍ଡରେ ଏବେ କିଛି ପରିବର୍ତ୍ତନ ହେବାକୁ ଯାଉଛି। ଯଦି ଆଧାର କାର୍ଡରେ ଆପଣ କୌଣସି ଅପଡେଟ୍ କରିବାକୁ ଚାହିଁଲେ ସେଥିରେ ବାପା କିମ୍ବା ସ୍ବାମୀଙ୍କ ସଂପର୍କ ବିଷୟରେ ଲେଖାଯିବ ନାହିଁ। ଆଧାରକାର୍ଡରୁ ଏବେ କୌଣସି ସଂପର୍କର ପରିଚୟ ମିଳିବ ନାହିଁ। ଏହା କେବଳ ପରିଚୟପତ୍ର ଭାବେ ବ୍ଯବହାର କରାଯିବ। ଆଧାର କାର୍ଡରେ ଏବେ ବାପା କିମ୍ବା ସ୍ବାମୀଙ୍କ ନାମ ସ୍ଥାନରେ କେୟାର ଅଫ ଲେଖାଯିବ।

ନିକଟରେ ଜଣେ ବ୍ଯକ୍ତି ନିଜ ଘରର ଠିକଣା ପରିବର୍ତ୍ତନ କରିବା ପାଇଁ ନିଜ ପରିବାର ସଦସ୍ଯଙ୍କ ଆଧାର କାର୍ଡକୁ ଅପଡେଟ କରିଥିଲେ, ଯେଉଁଥିରେ ତାଙ୍କ ବାପାଙ୍କ ସହିତ ଥିବା ସଂପର୍କ ସ୍ଥାନରେ କେୟାର ଅଫ ଲେଖାହୋଇଥିବା ଦେଖିବାକୁ ମିଳିଥିଲା। ବ୍ଯକ୍ତି ଜଣକ ଭାବିଲେ କି, ଏହା ଭୁଲରେ ହୋଇଛି, ତେଣୁ ଆଧାର ସେଣ୍ଟରକୁ ଯାଇ ପଚରାଉଚରା କରିବା ପରେ ସଠିକ୍ ଖବର ଜାଣିବାକୁ ପାଇଥିଲେ।

Leave a Reply

Your email address will not be published. Required fields are marked *

Back to top button