ୟେମେନ୍‌ ଦଳାଚକଟାରେ ୮୦ ମୃତ, ଅନେକ ଆହତ

ୟେମେନ : ୟେମେନ୍ ରାଜଧାନୀ ସନାରେ ଅଘଟଣ। ଇଦ୍ ଆଗରୁ ସ୍ଥାନୀୟ ଲୋକଙ୍କୁ ସହାୟତା ବଣ୍ଟନ ଚାଲିଥିବାବେଳେ ଏହି ପରିସ୍ଥିତି ସୃଷ୍ଟି ହୋଇଛି।

ଖବର ଅନୁଯାୟୀ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ଚାଲିଥିଲା। ଲୋକଙ୍କ ସଂଖ୍ୟା ବଢିଯିବାରୁ ହୋଇଥିଲା ଅସମ୍ଭାଳ ଭିଡ଼। ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ସେନାର ଯବାନଆନେ ବ୍ଲାଙ୍କ୍ ଫାୟାର କରିଥିଲେ। ଯାହା ବିଦ୍ୟୁତ ତାରରେ ବାଜି ବିସ୍ଫୋରଣ ହୋଇଥିଲା। ଏଥିରେ ଭୟଭୀତ ଲୋକେ ଲୋକେ ଦୌଡିବା ଆରମ୍ଭ କରିବାରୁ ଦଳାଚକଟାରେ ୮୦ ଜଣଙ୍କର ମୃତ ହୋଇଛି। ଅନେକ ଆହତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button