Tue. Aug 20th, 2019

ସର୍ଭିସ ରିଭଲ୍‌ଭର୍‌ରେ ଆତ୍ମହତ୍ୟା କଲେ ଫରିଦାବାଦ୍‌ ଡିସିପି

ନୂଆଦିଲ୍ଲୀ : ଫରିଦାବାଦର ଆଇପିଏସ୍‌ ଅଫିସର୍‌ ବିକ୍ରମ କପୁର ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଫରିଦାବାଦର ସେକ୍ଟର ୩୦ସ୍ଥିତ ପୁଲିସ୍‌ ଲାଇନ୍‌ରେ ଥିବା ନିଜ ଘରେ ନିଜକୁ ନିଜେ ସର୍ଭିସ ରିଭଲ୍‌ଭର୍‌ରେ ଗୁଳି କରିଥିବା ଜଣାପଡିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟନା ଘଟିଛି। ତେବେ କାହିଁକି ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପାରିବାରିକ କଳହରୁ ଏପରି ହୋଇଥାଇ ପାରେ ବୋଲି ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *