Tue. Aug 20th, 2019

ଅମିତ ଶାହଙ୍କ ନେତୃତ୍ୱରେ ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ଲଢ଼ିବ ବିଜେପି

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି ଦଳର ମୁଖ୍ୟ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ଲଢିବ। ଚଳିତ ବର୍ଷ ଶେଷରେ ଏ ୩ଟି ରାଜ୍ୟ ବିଧାନସଭାର କରଜ୍ୟକାଳ ପୁରିଯାଉଥିବାରୁ ଏବେଠୁ ଯୋଜନା ପ୍ରସ୍ତୁତ ଚାଲିଛି। ସେଥିପାଇଁ ଦଳ ପକ୍ଷରୁ ସଂଗଠନକୁ ତୃଣମୂଳସ୍ତରରେ ସୁଦୃଢ଼ କରାଯିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *