Mon. Nov 18th, 2019

ନାବାଳିକା ନାତୁଣୀକୁ ଦୁଷ୍କର୍ମ ଅଭିଯୋଗରେ ଜେଜେ ଗିରଫ

ଭୁବନେଶ୍ଵର: କେନ୍ଦୁଝରର ବଡ଼ପୋଷି ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ୯ବର୍ଷର ନାତୁଣୀକୁ ସମ୍ପର୍କୀୟ ଜେକେ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହୋଇଛି। ଦୁଷ୍କର୍ମ ପରେ ଗୁରୁତର ହୋଇପଡିଥିବା ପୀଡିତକୁ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଜେଜେର ନାମ ଚୈତନ୍ୟ ମହାନ୍ତ। ସଦର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *