ରାଜନୀତି ପାଇଁ ବିଜେପି ଭାଇଚାରା ନଷ୍ଟ କରୁଛି : ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ଵର : ସମ୍ବଲପୁର ହିଂସାକାଣ୍ଡର ଅନୁଧ୍ୟାନ କରିବ ବିଜେପିର କେନ୍ଦ୍ରୀୟ ଟିମ। ଏହା ପୂର୍ବରୁ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ଗଣମାଧ୍ୟମକୁ ସେ କହିଛନ୍ତି କାଁ ଭାଁ ହିଂସାକୁ ବିଜେପି ସାଂପ୍ରଦାୟିକ ରଙ୍ଗ ଦେଇ ଭୋଟ୍ ରାଜନୀତି ପାଇଁ ଚେଷ୍ଟା କରୁଛି। ଯାହାଫଳରେ ଭାଇଚାରା ନଷ୍ଟ ହେଉଛି। ଏହା ନିନ୍ଦନୀୟ। ୨୦୧୪ ପରଠାରୁ ଦେଶରେ ସାଂପ୍ରଦାୟିକ ସଦଭାବ କ୍ଷୂର୍ଣ୍ଣ ହେଉଛି। ଆଜି କାହିଁକି ବିଜେପିର ସମ୍ବଲପୁର କଥା ମନେପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button