Fri. Sep 20th, 2019

ସେକ୍ସ ରାକେଟ୍ : ହୋଟେଲରୁ ଗିରଫ ହେଲେ ୩ ଯୁବତୀଙ୍କ ସମେତ ୬ଜଣ

ଭୁବନେଶ୍ଵର : ଅନୁଗୋଳ ରେଲୱେ ଷ୍ଟେସନ ନିକଟସ୍ଥ ହୋଟେଲ କ୍ରିଷ୍ଣାରେ ଚାଲିଥିଲା ଦେହ ବ୍ୟବସାୟ। ଖବର ପାଇ ଅନୁଗୋଳ ପୋଲିସ ଚଢଉ କରି ୩ଜଣ ଯୁବତୀ ଓ ୩ ଯୁବକଙ୍କୁ ଗିରଫ କରଛି। ଏହାଛଡା ସେକ୍ସ ରାକେଟରେ ସମ୍ପୃକ୍ତ ଅଭିଯୋଗରେ ହୋଟେଲର ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଯୁବକମାନେ ହେଲେ ଝିଣ୍ଟିପାଳ ଗ୍ରାମର ପପୁନ ବେହେରା, ରେଙ୍ଗାଲି ଅଞ୍ଚଳର ଡାକ୍ତର ବିଶ୍ୱାଳ ଓ ରେଙ୍ଗାଲୀ ଅଞ୍ଚଳର ତ୍ରିଲୋଚନ ବିଶ୍ୱାଳ। ଗିରଫ ହୋଇଥିବା ହୋଟେଲ କର୍ମଚାରୀ ହେଲା ସଞ୍ଜିତ ସିଂ ଓ ମନୋରଞ୍ଜନ ପରିଡା ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *