ସମଲେଇ ଯୋଜନାର ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ୫ଟି ସଚିବ ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା ସହିତ ସମଲେଇ ଯୋଜନାର ସମୀକ୍ଷା କରିଛନ୍ତି।

ଖବର ଅନୁଯାୟୀ ୫ଟି ସଚିବ ଭିକେ ପାଣ୍ଡିଆନ ଯୋଜନାର କାମ ଶୀଘ୍ର ଶେଷ କରିବା ପାଇଁ ନିର୍ମାଣକାରୀ ସଂସ୍ଥା ସହିତ ଆଲୋଚନା କରିଥିଲେ। ଏହାଛଡା ମନ୍ଦିର ପ୍ରାଙ୍ଗଣରେ ଉପସ୍ଥିତ ଲୋକଙ୍କ ସହ ହାତ ମିଳାଇ ଏକାଧିକ ଅଭିଯୋଗ ଗ୍ରହଣ କରିଥିଲେ। ରିଭର୍ ଭ୍ୟୁ ପଏଣ୍ଟ ବୁଲିବା ପରେ ମନ୍ଦଲିଆରେ ନିର୍ମାଣାଧୀନ ରାଜଘାଟର ଅଗ୍ରଗତି ସେ ବୁଲି ଦେଖିଥିଲେ।

Leave a Reply

Your email address will not be published. Required fields are marked *

Back to top button