Fri. Nov 22nd, 2019

ଆଖି ଡେଇଁବାର କାରଣ

ଆଖି ଡେଇଁବାକୁ ନେଇ ଅନେକ କଥା କୁହାଥାଏ। ଏଥିରୁ ଶୁଭ-ଅଶୁଭର ସଂକେତ ମିଳେବୋଲି କେତକଙ୍କ ମତ। କେଉଁ ଆଖି ଡେଇଁଲେ କଣ ହୁଏ ସେ ବିଷୟରେ ମଧ୍ୟ କୁହାଯାଏ। କିନ୍ତୁ ଆଖି ଡେଇଁବା କେତେକ ଶାରୀରିକ ସମସ୍ୟା ଯୋଗୁ ସୃଷ୍ଟି ହୋଇଥାଏ ବୋଲି ଚିକିତ୍ସକଙ୍କ ମତ। ବୈଜ୍ଞାନିିକ ଦୃଷ୍ଟିକୋଣରୁ ଅତ୍ୟଧିକ ଚା, କଫି, ମୃଦୁ ପାନୀୟ ଓ ଚକୋଲେଟ ଖାଇଲେ ଏପରି ହୋଇଥାଏ। କାରଣ ଏସବୁରେ କାଫେନ୍‌ ନାମକ ରାସାୟନିକ ପଦାର୍ଥ ମାତ୍ରା ଅଧିକ ଥାଏ। ସେଥିପାଇଁ ପେଟ ଗରମ ହୋଇ ଆଖି ଡେଇଁଥାଏ। ସେହିପରି ଶରୀରରେ ମ୍ୟାଗ୍ନେସିୟମ୍‌ ମାତ୍ରା ବଢ଼ିଲେ ଏଭଳି ହୁଏ ବୋଲି ଚିକିତ୍ସକ ମତାମତ ଦେଉଛନ୍ତି।

Leave a Reply

Your email address will not be published. Required fields are marked *