Fri. Sep 20th, 2019

ଦଳାଚକଟାରେ ୩୧ ମୃତ, ୧୦୦ ଆହତ

ନୂଆଦିଲ୍ଲୀ : ଇରାକ୍‌ର କାରବାଲ ସହରରେ ଦଳାଚକଟା ଯୋଗୁ ୩୧ ଜଣଙ୍କର ମୃତ୍ୟୁ ହୋଇଛି। ଶହେଜଣ ହୋଇଛନ୍ତି ଆହତ। ଅଶୁରା ନାମକ ଏକ ଧାର୍ମିକ କାର୍ଯ୍ୟକ୍ରମ ପାଳନ କରିବାକୁ ଶିଆଇଟ୍‌ ସମ୍ପ୍ରଦାୟର ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ଶୋଭାଯାତ୍ରାର ଶେଷ ଆଡକୁ ଗହଳିର ମାତ୍ରା ବଢ଼ିଯିବାରୁ ଏହି ଅଘଟଣା ଘଟିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *