Thu. May 23rd, 2019
64 views

ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ ନୂତନ କର୍ମକର୍ତା ନିଯୁକ୍ତ

ସେୟାର କରନ୍ତୁ:-

ଭୁବନେଶ୍ୱର : ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗକୁ ଅଧିକ କ୍ରୀୟାଶୀଳ ଓ ସଂଗଠିତ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗର ସାଧାରଣ ସଂପାଦକ ଭାବରେ ଆଇନଜିବୀ ସନ୍ତୋଷ ପଟ୍ଟନାୟକଙ୍କୁ ଓ ସଂଗଠନ ସଂପାଦକ ଭାବରେ ନିର୍ମଳ କୁମାର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ପ୍ରଦେଶ କଂଗ୍ରେସ ଆଇନ ବିଭାଗ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।

ସେୟାର କରନ୍ତୁ:-

2 thoughts on “ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗ ନୂତନ କର୍ମକର୍ତା ନିଯୁକ୍ତ

  1. ସନମାନନୀୟ ସଭାପତି ନିରଂଜନ ପଟ୍ଟନାୟକ ଙ୍କ ଦ୍ବାରା ପ୍ରଦେଶ କଂଗ୍ରେସ କମିଟି ଆଇନଜୀବି ବିଭାଗ ଗଠିତ ହୋଇ ଥିବାରୁ ମୁଁ ଜଣେ ଆଇନଜୀବି ରୂପେ ତାଙ୍କ ପ୍ରତି କୃତନଗ୍ୟତା ଜଣାଇବା ସହିତ ନବ ମନୋନୀତ ଅଧ୍ୟଖ୍ୟ,ସଂଗଠନ ସଂପାଦକ, ସଂପାଦକ ଙ୍କୁ ସ୍ବାଗତ ଏବଂ ଅଭିନନ୍ଦନ ଜଣାଉଅଛି ।

Leave a Reply

Your email address will not be published. Required fields are marked *