Fri. Nov 15th, 2019

ବିଦେଶ ମନ୍ତ୍ରୀ ଜୟଶଙ୍କର କହିଲେ ପିଓକେ ଭାରତର ଅଂଶ

ନୂଆଦିଲ୍ଲୀ : ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଭାରତର ଏକ ଅଂଶ। ଭାରତ ଏନେଇ ତାର ସ୍ଥିତି ସ୍ପଷ୍ଟ କରିସାରିଛି ବୋଲି କହିଛନ୍ତି ବୈଦେଶିକ ବ୍ୟପାର ମନ୍ତ୍ରୀ ଏସ୍‍ ଜୟଶଙ୍କର।

ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜୟଶଙ୍କର କହିଛନ୍ତି ଯେ ଭାରତ ପଡୋଶୀକୁ ପ୍ରାଥମିକତା ନୀତିରେ କାର୍ଯ୍ୟ କରୁଥିଲେ ହେଁ ଗୋଟିଏ ପଡୋଶୀ ଏକଘରିଆ ହୋଇଯାଇଛି। ଏହି ପଡୋଶୀକୁ ସୀମାପାର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ମୋଦୀ ସରକାରର ୧୦୦ ଦିନ ସମ୍ପର୍କରେ ସେ କହିଲେ ଏହି ଅବଧି ମଧ୍ୟରେ ସରକାର ଜାତୀୟ ସୁରକ୍ଷା ଓ ବିଦେଶ ନୀତିର ଲକ୍ଷ୍ୟ ହାସଲ ପୁଏବକ ମଜଭୁତ ସମ୍ପର୍କ ସ୍ଥାପନ କରିବାରେ ସଫଳ ହୋଇଛନ୍ତି। ଜି-୨୦ ହେଉ ବା ଜଳବାୟୁ ସମ୍ମିଳନୀ ବିଶ୍ୱର ସବୁ ମଞ୍ଚରେ ଭାରତର ସ୍ୱର ଶୁଣାଯାଉଛି।

Leave a Reply

Your email address will not be published. Required fields are marked *