Fri. Nov 15th, 2019

୨୯ରୁ ବୈଷ୍ଣୋଦେବୀଙ୍କ ତୀର୍ଥସ୍ଥଳୀକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ମା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆଗ୍ରହୀ ଯାତ୍ରୀଙ୍କ ପାଇଁ ଖୁସି ଖବର। ଜମ୍ମୁକାଶ୍ମୀରର ଏହି ପ୍ରସିଦ୍ଧ ତୀର୍ଥସ୍ଥଳୀକୁ କେନ୍ଦ୍ର ସରକାର ରେଳ ଯୋଗାଯୋଗ କରିବାକୁ ଯାଉଛନ୍ତି। ଏଣିକି ଦିଲ୍ଲୀ -କଟରା ମଧ୍ୟରେ ଚଳଚଳ କରିବ ବନ୍ଦେ ଭାରତ ଏକ୍ସପ୍ରେସ। ଚଳିତମାସ ୨ ରୁ ଏହି ଟ୍ରେନ ଚଳାଚଳକରିବ ବୋଲି ସୂଚନା ମିଳିଛି। ଦିଲ୍ଲୀ-କଟରା ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହକୁ ତିନିଦିନ ଚାଲିବାକୁ ଥିବାବେଳେ ବର୍ତ୍ତମାନ ତୀର୍ଥସ୍ଥଳୀକୁ ୧୨ ଘଣ୍ଟା ସମୟ ଲାଗୁଛି। କିନ୍ତୁ ଏହି ଟ୍ରେନ ୮ ଘଣ୍ଟାରେ ଦୂରତା ଅତିକ୍ରମ କରିବ।

Leave a Reply

Your email address will not be published. Required fields are marked *