Fri. Nov 22nd, 2019

ଜଗତସିଂହପୁରରେ ଗଣ୍ଡଗୋଳ : ୩ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ଵର : ବାଲିକୁଦା ଅଂଚଳର ଖମ୍ବାକୂଳରେ ରଥଟଣା ବେଳେ ଆଜି ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏହି ସମୟରେ ଡ୍ୟୁଟିରେ ମୁତୟନ ଥିବା ପୁଲିସ ସହ ଉତ୍ତ୍ୟକ୍ତ ଲୋକଙ୍କର ଧସ୍ତାଧସ୍ତି ହେବାରୁ ଏଥିରେ ଏସଡିପିଓ ପ୍ରକାଶ ଚନ୍ଦ୍ର ପାଳ ମଧ୍ୟ ଆହତ ହୋଇଛନ୍ତି। ଏହାଛଡା ମଠ ମହନ୍ତଙ୍କ ପୈତୃକ ଗାଁର ରୋଷେଇ ଘର ପୋଡ଼ାଜଳା ହେବା ପରେ ଉତ୍ତେଜନା ଦେଖାଯାଇଛି । ଶାନ୍ତିଶୃଙ୍ଖଳା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ଜଣକୁ ଅଟକ ରଖାଯାଇଛି।

Leave a Reply

Your email address will not be published. Required fields are marked *