Tue. Oct 15th, 2019

ଭିଜିଲାନ୍ସ ଜାଲରେ ପତି-ପତ୍ନୀ

ଭୁବନେଶ୍ଵର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ପତି-ପତ୍ନୀ। ଭିଜିଲାନ୍ସର ୪ଟି ଟିମ୍‌ ଏଇ ଦମ୍ପତ୍ତିଙ୍କ ବାସଭବନ ଓ ଅଫିସରେ ଚଢ଼ଉ କରିଛି। ଏ ଦୁହେଁ ହେଲେ ବଲାଙ୍ଗୀର ଅବକାରୀ ବିଭାଗର ମୁଖ୍ୟ କିରାଣୀ ତ୍ରିନାଥ ସେଠ୍‌ ଓ ତାଙ୍କ ପତ୍ନୀ ୱେସ୍କୋ ଜୁନିଅର ଆକାଉଣ୍ଟାଣ୍ଟ ସୀତାରାଣୀ। ଚଢ଼ଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *