Tue. Oct 15th, 2019

ଯୁଦ୍ଧରେ ସୁରକ୍ଷାବାହିନୀର ତାଳମେଳ ଆବଶ୍ୟକ- ବିଏସ୍ ଧନୱା

ନୂଆଦିଲ୍ଲୀ : ଯୁଦ୍ଧ ଜିତିବା ପାଇଁ ବାୟୁସେନାର ଭୂମିକା ଗୁରୁତ୍ଵପୂର୍ଣ୍ଣ। ଥିପାଇଁ ସମସ୍ତ ସୁରକ୍ଷାବାହିନୀକ ମଧ୍ୟରେ ତାଳମେଳ ରହିବା ଆବଶ୍ୟକ। ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭାଇ ପଟେଲ ରାଷ୍ଟ୍ରୀୟ ପୋଲିସ ଏକାଡେମୀରେ ତାଲିମ ନେଉଥିବା ଆଇପିଏସ୍ ଅଧିକାରୀଙ୍କୁ ସମ୍ବୋଧନ କରିବ ଅବସରରେ ଏହା କହିଛନ୍ତି ବାୟୁସେନା ପ୍ରମୁଖ ବିଏସ୍ ଧନୱା।

Leave a Reply

Your email address will not be published. Required fields are marked *