Mon. Dec 9th, 2019

୬ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ବିଏସଏନଏଲ ନେଟୱର୍କ୍

ଭୁବନେଶ୍ଵର ; କଟକ ବିଏସଏନଏଲ ଅଫିସରେ ଅଗ୍ନିକାଣ୍ଡ ଯୋଗୁ ବ୍ୟାହତ ହୋଇଥିବା ସେବା ଆଜି କାର୍ଯ୍ୟକ୍ଷମ ହୋଇଛି। ଦୁଇଦିନ ପରେ ବିଏସଏନଏଲ ନେଟୱର୍କ ଓ ବ୍ରଡବ୍ରାଣ୍ଡ ସେବା ପୂର୍ବପରି କାର୍ଯ୍ୟ କରିବ। ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ମୋବାଇଲ ନେଟୱର୍କ ଆରମ୍ଭ କରାଯାଇଛି। ଏହି ଜିଲ୍ଲା ଗୁଡିକ ହେଲା କଟକ, ଯାଜପୁର, ଜଗତସିଂପୁର, କେନ୍ଦ୍ରାପଡା, ଅନୁଗୁଳ ଓ ଢେଙ୍କାନାଳ। ବିଏସଏନଏଲ ଡିଜିଏମ ମାନସେନ୍ଦୁ ଦାସ ଏହି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *