ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ

ଭୁବନେଶ୍ଵର : ୧୯୯୮ ମସିହା ଆର୍‌ଆଇ ହତ୍ୟା ମାମଲାରେ ରାୟ ଆସିଛି। ପୂର୍ବତନ ଛତ୍ରପୁର ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଏଡିଜେ-୩ କୋର୍ଟ ଆଜୀବନ ଜେଲ୍ ଦଣ୍ଡ ଶୁଣାଇଛନ୍ତି।

ଖବର ଅନୁଯାୟୀ ୧୯୯୮ରେ ସିନ୍ଧି ଗାଁରେ ଏକ ମିଟିଂ ଚାଲିଥିବା ବେଳେ ହୋଇଥିବା ଗଣ୍ଡଗୋଳ ଓ ମାରପିଟ୍‌ରେ ଆର୍‌ଆଇ ବିନୋଦ ମେହେରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ହୋଇଥିଲା ମାମଲା। ଏ ମଧ୍ୟରୁ ୮ଜଣଙ୍କର ମୃତ୍ୟୁ ହୋଇ ସାରିଛି।

Leave a Reply

Your email address will not be published. Required fields are marked *

Back to top button