Sat. Dec 7th, 2019

ପ୍ୟାନକାର୍ଡ ଓ ଆଧାର ଲିଙ୍କ୍ ଶେଷ ତାରିଖ ଡିସେମ୍ବର ୩୧ପର୍ଯ୍ୟନ୍ତ ବଢିଲା

ନୂଆଦିଲ୍ଲୀ : ପ୍ୟାନକାର୍ଡ ଓ ଆଧାର ଲିଙ୍କ କରିବାର ଶେଷ ତାରିଖ ଆଉ ୩ ମାସ ବଢିଲା। ପୂର୍ବରୁ ଏହାର ଅବଧି ସେପ୍ଟେମ୍ବର ୩୦ ଯାଏ ଥିବାବେଳେ ଏବେ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ଟ୍ବିଟ କରି ଘୋଷଣା କରାଯାଇଛି।

Leave a Reply

Your email address will not be published. Required fields are marked *