Fri. Nov 15th, 2019

ଆସିକାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆସିକା ବିଜୁ ଜନତା ଦଳ ତରଫରୁ ଆଜି ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହାଛଡା ଆସିକା ବ୍ଲକର ସମସ୍ତ ପଞ୍ଚାୟତ ଅଫିସ୍ ରେ ପାଳିତ ହୋଇଛି ଗାନ୍ଧୀ ଜୟନ୍ତୀ।
ବିଧାୟୀକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ ଓ ସାଂସଦଙ୍କ ନେତୃତ୍ଵରେ ଆସିକା ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସମାଜ ସେବୀ କାଳୁ ଚରଣ ପାତ୍ର, ବାଳକୃଷ୍ଣ ବେହେରା, ବିଭୁପ୍ରୀୟା ସାହୁ ସମେତ ବହୁ ସମାଜସେବୀ ଓ ବିଜୁ ଜନତା ଦଳର ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ରହିଥିଲ ।

Leave a Reply

Your email address will not be published. Required fields are marked *