ଆଇପିଏସ ଜୟନାରାୟଣ ପଙ୍କଜଙ୍କୁ ଅତିରିକ୍ତ ଦାୟିତ୍ୱ

କଟକ : ମହିଳା ହୋମଗାର୍ଡଙ୍କୁ ନିର୍ଯାତନା ମାମଲାରେ ଅନୁଗୁଳ ଉତ୍ତର କେନ୍ଦ୍ରାଞ୍ଚଳରେ ଡିଆଇଜି ବ୍ରିଜେଶ କୁମାର ରାୟଙ୍କୁ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲା। ତାଙ୍କ ସ୍ଥାନରେ ଏସ୍‌ଟିଏଫ୍‌ ଆଇଜି ଜୟ ନାରାୟଣ ପଙ୍କଜଙ୍କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ୨୦୦୫ ବ୍ୟାଚ୍‌ ଆଇପିଏସ୍ ଜୟନାରାୟଣ ପଙ୍କଜ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଓ ଅନୁଗୁଳ ପୋଲିସ ତାଲିମ କେନ୍ଦ୍ରରେ ଅତିରିକ୍ତ ଦାୟିତ୍ଵ ତୁଲାଇବେ। ଏନେଇ ସରକାରୀ ନିର୍ଦ୍ଦେଶନାମା ଜାରି ହୋଇଛି।

Leave a Reply

Your email address will not be published. Required fields are marked *

Back to top button