Tue. Oct 15th, 2019

ମହାନଦୀ ରେ ଟ୍ରଲର ବୁଡ଼ି ୩ ନିଖୋଜ

ଭୁବନେଶ୍ବର: ମହାନଦୀ ମୁହାଣରେ ଟ୍ରଲର ବୁଡ଼ି ୩ ନିଖୋଜ। ନେହରୁ ବଙ୍ଗଳା ନିକଟ ମୁହାଣରେ ବୁଡ଼ିଗଲା ମାଛଧରା ଟ୍ରଲର। ମାଛଧରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ୨ ଉଦ୍ଧାରସହ ୩ ନିଖୋଜ ଅଛନ୍ତି।

ପାଖ ଟ୍ରଲରରେ ଥିବା ମତ୍ସ୍ୟଜୀବୀ ୨ ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ମୁହାଣରେ ମେରାଇନ ପୁଲିସ ଓ ଅନ୍ୟ ମତ୍ସ୍ୟଜୀବୀଙ୍କ ତଲାସୀ ଜାରି ରହିଛି।

Leave a Reply

Your email address will not be published. Required fields are marked *