ଇଣ୍ଡୋନେସିଆରେ ଭୂମିକମ୍ପ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ୬ତୀବ୍ରତାର ଭୂମିକମ୍ପ। ହଲମାହେରା ଦ୍ୱୀପପୁଞ୍ଜରେ ଭୂକମ୍ପର ଝଟକା ଲାଗିଥିବା ବେଳେ ଏହାର ଉତ୍ପତ୍ତିସ୍ଥଳ ଟର୍ନେଟ ଦ୍ୱୀପପୁଞ୍ଜର ଉତ୍ତର-ଉତ୍ତରପୂର୍ବଠାରୁ ପ୍ରାୟ ୩୯କିଲୋମିଟର ଦୂରରେ ବୋଲି ଜଣାପଡିଛି।

ଖବର ଅନୁଯାୟୀ ଇଣ୍ଡୋନେସିଆ ଗତ ଏପ୍ରିଲ ମାସରେ ଦୁଇଥର ଭୂମିକମ୍ପ ହୋଇଥିବା ବେଳେ ଏବେ ଏବେ ପୁଣି ଭୂକମ୍ପ ଝଟକା ଲାଗିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ପୂର୍ବରୁ ଇଣ୍ଡୋନେସିଆର ମୁଖ୍ୟ ଦ୍ଵୀପ ଜାଭା ଓ ପର୍ଯ୍ୟଟନସ୍ଥଳୀ ବାଲିରେ ୭ ତୀବ୍ରତାର ଭୂମିକମ୍ପ ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button