ନଭେମ୍ବର ୨୭ରୁ କଟକ ବାଲିଯାତ୍ରା

କଟକ : ଆସନ୍ତା ନଭେମ୍ବର ମାସ ୨୭ ତାରିଖରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ। ଏହି ବାଲିଯାତ୍ରା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ।

ଖବର ଅନୁଯାୟୀ ଚଳିତବର୍ଷ ବାଲିଯାତ୍ରା ୮ ଦିନ ଧରି ଚାଲିବ ବୋଲି ବାଲିଯାତ୍ରା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି। ବାଲିଯାତ୍ରାକୁ ଅଧିକ ଚିତ୍ତାକର୍ଷକ ଓ ସୁରକ୍ଷିତ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button