Wed. Nov 20th, 2019

ମୋବାଇଲ ପୋର୍ଟେବିଲିଟି ପାଇଁ ନୂଆ ନିୟମ

ନୂଆଦିଲ୍ଲୀ : ଟେଲିଫୋନ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟ୍ରାଇ) ମୋବାଇଲ ନମ୍ବର ପୋର୍ଟେବିଲିଟି ନିୟମକୁ ବଦଳାଇବାକୁ ଯାଉଛି। ନଭେମ୍ବର ୧୧ପରଠାରୁ ନୂଆ ନିୟମ ଲାଗୁ ହେବ ବୋଲି ଜଣାପଡିଛି। ଏହି ବ୍ୟବସ୍ଥାରେ ଦୁଇ ଦିନ ମଧ୍ୟରେ ମୋବଇଲ ନମ୍ବରର ପୋର୍ଟେବିଲିଟି କରାଯାଇ ପାରିବ। ତେବେ ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ନଭେମ୍ବର ୪ ତାରିଖ ସଂନ୍ଧ୍ୟା ୬ଟାରୁ ନଭେମ୍ବର ୧୦ ତାରିଖ ରାତି ୧୧ଟା ୫୯ମିନିଟ୍‌ ପର୍ଯ୍ୟନ୍ତ କୌଣସି ଉପଭୋକ୍ତା ନମ୍ବରର ପୋର୍ଟେବିଲିଟି କରି ପାରିବେ ନାହିଁ।

Leave a Reply

Your email address will not be published. Required fields are marked *