ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ

ନୂଆଦିଲ୍ଲୀ : କତାର କୋର୍ଟ ଭାରତୀୟ ନୌସେନାର ୮ ଜଣ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି। ଏପରି ରାୟରେ ଭାରତ ସରକାର ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଆବଶ୍ୟକ ପଦକ୍ଷେପ ନେବାକୁ ଚିନ୍ତା କରୁଛନ୍ତି। ତେବେ ପ୍ରଶ୍ନ ଉଠିଛି ଇସ୍ରାଏଲ-ହାମାସ ଯୁଦ୍ଧରେ ଇସ୍ରାଏଲକୁ ଭାରତର ସମର୍ଥନର ପ୍ରତିଶୋଧ ପାଇଁ ଏହି କତାର ନେଇଛି।

ଖବର ଅନୁଯାୟୀ ଏହି ନୌସେନା ଅଧିକାରୀମାନଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ହେପାଜତରେ ରଖାଯାଇଥିଲା। କତାର କୋର୍ଟ ହଠାତ ସେମାନଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇବା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

Back to top button